ବଦଳିଲେ ଟୁଇନ ସିଟି ଡିସିପି

ଆକଳନ ମୁତାବକ ପୁରୀ ଏସପି ଉମାଶଙ୍କର ଦାସ ହୋଇଛନ୍ତି ଭୁବନେଶ୍ୱର ଡିସିପି । ତାଙ୍କ ସ୍ଥାନରେ ଯୋଗ ଦେବେ କଟକ ଡିସିପି ଅଖିଳେଶ୍ବର ସିଂ। ଭୁବନେଶ୍ୱର ଡିସିପି ତଥା ଅତିରିକ୍ତ କମିଶନର ଦାୟିତ୍ୱ ତୁଲାଇଥିବା ଅନୁପ ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଭଳି ଗୁରୁତ୍ୱ ପୂର୍ଣ୍ଣ ପଦବୀ ମିଳିଛି ।

ବଦଳିଲେ ଟୁଇନ ସିଟି ଡିସିପି

About the Author