Odisha Matric Result 2020: ଓ୍ୱେବସାଇଟ ଓ SMS ମାଧ୍ୟମରେ ଜାଣନ୍ତୁ ରେଜଲ୍ଟ

ଆସନ୍ତା ୨୯ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । http://www.bseodisha.nic.inରେ ୱେବସାଇଟ୍ ରେ ରେଜଲ୍ଟ ଉପଲବ୍ଧ ହେବ । SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Odisha Matric Result 2020: ଓ୍ୱେବସାଇଟ ଓ SMS ମାଧ୍ୟମରେ ଜାଣନ୍ତୁ ରେଜଲ୍ଟ

About the Author