ଅନଲାଇନ ପାଠପଢା ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଏନସିପିସିଆର ଅଧ୍ୟକ୍ଷଙ୍କୁ ଅଭିଯୋଗ କଲା ଓଡିଶା ଅଭିଭାବକ ମହାସଂଘ

ଅନଲାଇନ୍ ପାଠପଢା ଯୋଗୁଁ ମୋବାଇଲ ସ୍କ୍ରିନକୁ ଅଧିକ ସମୟ ଦେଖିବା ହେତୁ ବ୍ଲୁ ଲାଇଟ ରେଡ଼ିଏସନ ଦ୍ୱାରା ଛୋଟ ପିଲାମାନଙ୍କ ଆଖିରେ ସମସ୍ୟା ଓ ମୁଣ୍ଡବ୍ୟଥା ତଥା ବେକ ଓ ପିଠିରେ ଯନ୍ତ୍ରଣା ହେବାର ଅନେକ ଅଭିଯୋଗ ଅଭିଭାବକ ମାନଙ୍କଠାରୁ ବହୁମାତ୍ରାରେ ମିଳୁଛି ।

ଅନଲାଇନ ପାଠପଢା ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଏନସିପିସିଆର ଅଧ୍ୟକ୍ଷଙ୍କୁ ଅଭିଯୋଗ କଲା ଓଡିଶା ଅଭିଭାବକ ମହାସଂଘ
Image Credit: ପ୍ରତୀକାତ୍ମକ ଫଟୋ

About the Author