ନବୀନଙ୍କ ପଞ୍ଚମ ପାଳି ସରକାରକୁ ବର୍ଷେ ପୁରିଲା, ଆଜି କ୍ୟାବିନେଟ ବୈଠକ

ଆଜି ଦିନ ୧୧.୪୫ ମିନିଟରେ ବସିବ ରାଜ୍ୟ କ୍ୟାବିନେଟ । ତେବେ ଏଅହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇପାରନ୍ତି ।

ନବୀନଙ୍କ ପଞ୍ଚମ ପାଳି ସରକାରକୁ ବର୍ଷେ ପୁରିଲା, ଆଜି କ୍ୟାବିନେଟ ବୈଠକ
Image Credit: ଫାଇଲ ଫଟୋ

About the Author