କୋରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ଅର୍ଦ୍ଧେନ୍ଦୁ

କିଛି ଦିନ ପୂର୍ବରୁ ମଧ୍ୟ କୋରୋନା ମୁକାବିଲା ପାଇଁ ଆଗେଇ ଆସିଥିଲେ ଅଭିନେତା ଅର୍ଦ୍ଧେନ୍ଦୁ । ସେ ଏବଂ ତାଙ୍କ ପତ୍ନୀ ଡାକ୍ତର ପଲ୍ଲବୀ ମହାରଥୀ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ ।

କୋରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ଅର୍ଦ୍ଧେନ୍ଦୁ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author