କୋଭିଡ୍ ନିୟମ ଉଲ୍ଲଂଘନରୁ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ଆଦାୟ କଲା ପୋଲିସ

ଡିଜି କହିଛନ୍ତି ଯେ, ଲକଡାଉନ୍ ସମୟରେ ଘରୋଇ ହିଂସା ଅଭିଯୋଗ କ୍ରମେ ୯୨୦୫ ମହିଳାଙ୍କ ସହିତ ଫୋନରେ ଯୋଗାଯୋଗ କରାଯାଇଛି । ୫୩ଟି ମାମଲାରେ ଘରୋଇ ହିଂସାର ସୂଚନା ମିଳିଛି ।

କୋଭିଡ୍ ନିୟମ ଉଲ୍ଲଂଘନରୁ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ଆଦାୟ କଲା ପୋଲିସ
Image Credit: ପ୍ରତୀକାତ୍ମକ ଫଟୋ

About the Author