ନିଟ ପାଇଁ ବ୍ୟାପକ ପ୍ରସ୍ତୁତି, ଚାଲିବ ୪ଟି ସ୍ୱତନ୍ତ୍ର ଟ୍ରେନ

ଆସନ୍ତା କାଲି ନିଟ ପରୀକ୍ଷା. ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି. ଉଭୟ ଦିବ୍ୟାଙ୍ଗ ଓ କୋରୋନା ସଂକ୍ରମିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା କୋଠରୀର ବ୍ୟବସ୍ଥା କରାଯାଇଛି.

ନିଟ ପାଇଁ ବ୍ୟାପକ ପ୍ରସ୍ତୁତି,  ଚାଲିବ ୪ଟି ସ୍ୱତନ୍ତ୍ର ଟ୍ରେନ
Image Credit: ପ୍ରତିକାତ୍ମକ ଫଟୋ

About the Author