ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓୟୋ ମୁଖ୍ୟ
Advertisement

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓୟୋ ମୁଖ୍ୟ

  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓୟୋ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗ୍ରୱାଲ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓୟୋ ମୁଖ୍ୟ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓୟୋ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗ୍ରୱାଲ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଓଡ଼ିଶା ପୁଞ୍ଜିନିବେଶକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ରିତେଶଙ୍କ ଗୁରତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।

ଏବେ ଓଡ଼ିଶାରେ ୭ ହଜାର ୫୦୦ ଓୟୋ ରୁମ  ସକ୍ରିୟ ରହିଛି । ହୋଟେଲ, ହଷ୍ଟେଲ ଓ ରୁମରେ ପୁଞ୍ଜିନିବେଶକୁ ଗୁରୁତ୍ୱ ଦିଆଯାଉଛି । ଗତବର୍ଷ  ୫ ହଜାର ଚାକିରୀ  ସୃଷ୍ଟି କରାଯାଇଛି। ହଜାର ହଜାର ଲୋକଙ୍କୁ ସନ୍ତୋଷ ଜନକ ସେବା ଯୋଗାଇ ଦିଆଯାଉଥିବା ରିତେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।