ଆଦିତ୍ୟଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ନାହିଁ, ହେଲେ ମୃତ୍ୟୁ ଖବର ବ୍ୟଥିତ କରୁଛି: ମନ୍ତ୍ରୀ

କାହିଁକି ଓ କେମିତି ଆଦିତ୍ୟଙ୍କ ମୃତ୍ୟୁ ହେଲା, ସେନେଇ ଏବେବି ପରଦା ହଟିନି । 'ମାନବପ୍ରେମୀ' ଯେ ଆତ୍ମହତ୍ୟା କରିଥିବେ, ଏକଥାକୁ କେହି ବିଶ୍ୱାସ କରିପାରୁନାହାଁନ୍ତି ।

ଆଦିତ୍ୟଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ନାହିଁ, ହେଲେ ମୃତ୍ୟୁ ଖବର ବ୍ୟଥିତ କରୁଛି: ମନ୍ତ୍ରୀ
Image Credit: ଫାଇଲ ଫଟୋ

About the Author