ଉପକୂଳବର୍ତ୍ତୀ ଅଞ୍ଚଳରେ ୩ ଦିନ ବନ୍ଦ ରହିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ !

୩ ଦିନ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ବାତିଲ କରିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଉପକୂଳବର୍ତ୍ତୀ ଅଞ୍ଚଳରେ ୩ ଦିନ ବନ୍ଦ ରହିବ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ !
Image Credit: ପ୍ରତୀକାତ୍ମକ ଫଟୋ

About the Author