ନିଯୁକ୍ତି ଦାବିରେ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିଧାନସଭା ଘେରାଉ

ଆଜକୁ ୧୮ ଦିନ ଧରି ଏସବୁ ଦାବି ନେଇ ଅହୋରାତ୍ର ଖରା ବର୍ଷାରେ ଆନ୍ଦୋଳନ କରିଆସୁଥିବା ବେଳେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ନିଯୁକ୍ତି ଦାବିରେ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିଧାନସଭା ଘେରାଉ

About the Author