Advertisement
Article Detail0/zeeodisha/odisha692082
Zee OdishaBhubneshwarଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । 

ଫାଇଲ ଫଟୋ
ଫାଇଲ ଫଟୋ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଅପରାହ୍ନ ୧.୩୦ରେ ଏହି ବୈଠକ ବସିବ । ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବିଶେଷ କରି ସଂସ୍କୃତି ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ଲାଗିପାରେ । 

ଆଜି ଲୋକସଭା ଭବନରେ ଏହି ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ତେବେ କେଉଁ ସବୁ ବିଷୟରେ ଆଲୋଚନା ହେବ, ସେନେଇ କୌଣସି ସ୍ପଷ୍ଠ ସୂଚନା ନାହିଁ । 

Add Zee News as a Preferred Source
About the Author