ପଶୁ ସେବାରେ ସମର୍ପିତ ତାରାକାନ୍ତ

ଚନ୍ଦ୍ରଶେଖରପୁରର ହାଉସିଙ୍ଗ ବୋର୍ଡ଼ କଲୋନୀର ୱାର୍ଡ଼ ନମ୍ବର ୮ । ରାଜଧାନୀର ସବୁଠାରୁ ବଡ଼ ରେସିଡ଼େନ୍ସିଆଲ୍ ଏରିଆ । ଏ ଅଞ୍ଚଳରେ ଅନେକ ବୁଲା ଗାଈଗୋରୁ ସାଙ୍ଗକୁ କୁକୁର, ମାଙ୍କଡ଼ଙ୍କ ସଂଖ୍ୟା ବି କିଛି କମ୍ ନୁହେଁ । କୋରୋନା ଲକ୍ ଡ଼ାଉନ୍ ସମୟରେ ଏମାନଙ୍କ କଥା ବୁଝିବାକୁ ଅଣ୍ଟା ଭିଡ଼ିଛନ୍ତି ଏ ଅଞ୍ଚଳର ଯୁବକମାନେ ।

ପଶୁ ସେବାରେ ସମର୍ପିତ ତାରାକାନ୍ତ
Image Credit: ପ୍ରତୀକାତ୍ମକ ଫଟୋ

About the Author