ପାରାଦୀପରୁ ୧୮୦ କିଲୋମିଟର ଦୂରରେ 'ଅମ୍ଫାନ'

ବାତ୍ୟା ପ୍ରଭାବରେ ଓଡ଼ିଶାର ଉତ୍ତର ଉପକୂଳ ଜିଲ୍ଲାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ବିଶେଷକରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଇତ୍ୟାଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି ।

ପାରାଦୀପରୁ ୧୮୦ କିଲୋମିଟର ଦୂରରେ 'ଅମ୍ଫାନ'
Image Credit: ପ୍ରତୀକାତ୍ମକ ଫଟୋ

About the Author