୪୧ ଡିଗ୍ରୀ ତାପମାତ୍ରା ସହିତ ସବୁଠୁ ଉତ୍ତପ୍ତ ବଲାଙ୍ଗୀର

ରାଜ୍ୟରେ ପାରଦ ଏବେ ଉପରମୁହାଁ. ବିଗତ କିଛି ଧରି ପାରଦ ୪୦ ଉପରେ ରହୁଛି. ଆଜି ରାଜ୍ୟର ୧୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା. ୪୧.୭ ଡିଗ୍ରୀ ତାପମାତ୍ରା ସହିତ ବଲାଙ୍ଗୀର ସହର ସବୁଠାରୁ ଉତପ୍ତ ସହର ଭାବେ ପରିଗଣିତ ହୋଇଛି.

୪୧ ଡିଗ୍ରୀ ତାପମାତ୍ରା ସହିତ ସବୁଠୁ ଉତ୍ତପ୍ତ ବଲାଙ୍ଗୀର

About the Author