ଆହୁରି ଲକ୍ଷ ଲକ୍ଷ ଫେରିବେ, ପ୍ରସ୍ତୁତି କେତେ ?

ଆଗକୁ ଲକ୍ଷ ଲକ୍ଷ ଓଡ଼ିଆ ନିଜ ଘରକୁ ଫେରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବି ବଢିବ, ଏଥିରେ ସନ୍ଦେହ ନାହିଁ । ହେଲେ ଏମାନେ ନିଜ ଭିଟାମାଟିରେ ପହଞ୍ଚିବା ପୂର୍ବରୁ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ କ୍ୱାରେଣ୍ଟାଇନ ନିୟମକୁ ମାନି ଥଇଥାନ କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ।

ଆହୁରି ଲକ୍ଷ ଲକ୍ଷ ଫେରିବେ, ପ୍ରସ୍ତୁତି କେତେ ?
Image Credit: ପ୍ରତୀକାତ୍ମକ ଫଟୋ

About the Author