ପ୍ରବାସୀ ଓଡ଼ିଆଙ୍କ ପାଇଁ କେଉଁ ମାର୍ଗଦର୍ଶିକା ଜାରି ହୋଇଛି ? ଆସନ୍ତୁ ଜାଣିବା

ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ । ସେମାନଙ୍କ ମଧ୍ୟରେ ଅନେକ ଅତି ସଂକ୍ରମଣ ଅଞ୍ଚଳ ଯଥା ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, କୋଲକାତା ଭଳି ରାଜ୍ୟରୁ ଆସୁଛନ୍ତି । ସେମାନଙ୍କ ସଂକ୍ରମଣ ସ୍ଥିତି ଜଣାନଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଗୃହ ସଙ୍ଗରୋଧ’ ଓ ‘ଗୃହ ପୃଥକ ବାସ’ ସମ୍ବନ୍ଧିତ ମାର୍ଗଦର୍ଶିକା ଜାରି କରାଯାଇଛି ।

ପ୍ରବାସୀ ଓଡ଼ିଆଙ୍କ ପାଇଁ କେଉଁ ମାର୍ଗଦର୍ଶିକା ଜାରି ହୋଇଛି ? ଆସନ୍ତୁ ଜାଣିବା
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author