କମିଶନରେଟ ପୋଲିସର ଅଭିଜ୍ଞତା କହିଲେ ଆଇପିଏସ ଅନୁପ ସାହୁ

“କୌଣସି ଗୋଟାଏ ସୁସ୍ଥ ସମାଜ ପାଇଁ ଅପରାଧମୁକ୍ତ ପରିବେଶ ଆବଶ୍ୟକ । ଏଭଳି ନ ହେଲେ ପୋଲିସ ଉପରେ ଲୋକଙ୍କ ଭରସା ତୁଟିଯାଇଥାଏ । ଯିଏ ଯେଭଳି ଅପରାଧ କରୁଛି ତାହାକୁ ସେଭଳି ଦଣ୍ଡ ମିଳିବା ଜରୁରୀ । ଏନକାଉଣ୍ଟର ପାଇଁ ପୋଲିସ ବିଭାଗରେ ସେଭଳି କୌଣସି ପଲିସି ନାହିଁ । ହଁ ପରିସ୍ଥିତି ଦେଖି ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଥାଏ ।”

କମିଶନରେଟ ପୋଲିସର ଅଭିଜ୍ଞତା କହିଲେ ଆଇପିଏସ ଅନୁପ ସାହୁ
Image Credit: ଫାଇଲ ଫଟୋ

About the Author