Advertisement

Bhubaneswar

alt
ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି। ଏହି ସମୟରେ ତାଙ୍କ ଦୁଇପୁଅଙ୍କ ସହ ଆତ୍ମିୟ ସ୍ୱଜନ ମାନେ ଉପସ୍ଥିତ ଥିଲେ। ଗତ ମଙ୍ଗଳବାର ଦିନ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ଯାବସ୍ଥାରେ ସୁଧାର ଆସିନଥିଲା। ଆଜି ଭୋର ପ୍ରାୟ ୩ଟା ୩୦ମିନିଟରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ସମୟରେ ତାଙ୍କ ପରିବାର ଓ ପରିଜନ ଉପସ୍ଥିତ ଥିଲେ। ୬୭ବର୍ଷ ବୟସରେ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ଘଟିଛି। ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ସମଗ୍ର ପୁରୀ ସ୍ତବ୍ଧ ପାଲଟି ଯାଇଛି। ମହେଶ୍ୱ
Nov 7,2023, 13:21 PM IST
alt
Sep 11,2023, 18:16 PM IST
ଅଧିକ ପଢ