ବୌଦ୍ଧରେ ଏକାଥରକେ ୨୮ କୋରୋନା ପଜିଟିଭ ଚିହ୍ନଟ

ନୂଆ ମାମଲାକୁ ମିଶାଇ ବୌଦ୍ଧରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି । କହିବାକୁ ଗଲେ ବୌଦ୍ଧ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ହଟସ୍ପଟ ପାଲଟିଛି ।

ବୌଦ୍ଧରେ ଏକାଥରକେ ୨୮ କୋରୋନା ପଜିଟିଭ ଚିହ୍ନଟ
Image Credit: ପ୍ରତୀକାତ୍ମକ ଫଟୋ

About the Author