ବୌଦ୍ଧରେ କାୟା ମେଲାଉଛି କୋରୋନା: ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ

ଆଜି(ମଙ୍ଗଳବାର) ଜିଲ୍ଲାରେ ୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବାବେଳେ ଆଉ ୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

ବୌଦ୍ଧରେ କାୟା ମେଲାଉଛି କୋରୋନା: ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ
Image Credit: ଫାଇଲ ଫଟୋ

About the Author