Spider bite:ବୁଢିଆଣି କାମୁଡ଼ାରେ ୫ ବର୍ଷ ଶିଶୁ ହରାଇଲା ଚାଲିବା ଶକ୍ତି !

ବ୍ରିଟେନର ହାମ୍ପସାୟରରେ ରହୁଥିବା ଜଣେ ୫ବର୍ଷର ବାଳିକାକୁ ଗୋଟିଏ ବୁଢିଆଣୀ କାମୁଡ଼ି ଦେଇଥିଲା ଯାହା ଦ୍ୱାରା ତା’ ଜୀବନ ସଂକଟାପନ୍ନ ହୋଇପଡ଼ିଥିଲା । ପିଲାଟି ବଂଚିଯାଇଥିଲେ ମଧ୍ୟ ଏବେ ଚାଲିବା ଶକ୍ତି ହରାଇଛି । ବୁଢିଆଣୀ କାମୁଡି଼ବା ପରେ ପିଲାଟିର ଶରିରରେ ପାଦ ପର୍ଯ୍ୟନ୍ତ ଲାଲ ଚିହ୍ନ ସୃଷ୍ଟି ହୋଇଥିଲା।

Spider bite:ବୁଢିଆଣି କାମୁଡ଼ାରେ ୫ ବର୍ଷ ଶିଶୁ ହରାଇଲା ଚାଲିବା ଶକ୍ତି !
Image Credit: SOCIAL MEDIA

About the Author