ରେଳ ଯାତ୍ରୀମାନଙ୍କୁ ବଡ଼ ଝଟକା! ବର୍ତ୍ତମାନ ଯାତ୍ରା ସମୟରେ ମିଳିବ ନାହିଁ ଏହି ସୁବିଧା, ସରକାର ଦେଲେ ସୂଚନା

Indian Railways: ୨୦୧୯ ମସିହାରେ ପୂର୍ବତନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଥିଲେ ଯେ ସାଢ଼େ ଚାରି ବର୍ଷ ମଧ୍ୟରେ ଟ୍ରେନ୍ ଭିତରେ ୱାଇ-ଫାଇ ଯୋଗାଇବାକୁ ସରକାର ଯୋଜନା କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ପ୍ରୋଜେକ୍ଟକୁ ହଟାଇ ଦିଆଯାଇଛି ।

ରେଳ ଯାତ୍ରୀମାନଙ୍କୁ ବଡ଼ ଝଟକା! ବର୍ତ୍ତମାନ ଯାତ୍ରା ସମୟରେ ମିଳିବ ନାହିଁ ଏହି ସୁବିଧା, ସରକାର ଦେଲେ ସୂଚନା
Image Credit: ପ୍ରତୀକାତ୍ମକ ଛବି

About the Author