ଗୋପାଳପୁର SEZରେ ନିର୍ମାଣ ହେବ ଔଷଧ ପାର୍କ

କୋରୋନା ଭଳି ସମୟରେ ରାଜ୍ୟ ତଥା ଦକ୍ଷିଣ ଓଡ଼ିଶା ପାଇଁ ଏକ ଭଲ ଖବର । ଦକ୍ଷିଣ ଓଡ଼ିଶାରେ ନିର୍ମାଣ ହେବ ଔଷଧ ପାର୍କ । ଏହି ପାର୍କ ଗୋପାଳପୁର ଟାଟା SEZରେ ନିର୍ମାଣ ହେବାକୁ ଥିବା ବେଳେ ୫ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମାଣ ହେବାକୁ ଥିବା ପାର୍କ ପାଇଁ ଖର୍ଚ୍ଚ ହେବ ୧୫ ଶହ କୋଟି ।

ଗୋପାଳପୁର SEZରେ ନିର୍ମାଣ ହେବ ଔଷଧ ପାର୍କ

About the Author