VIMSAR ସୁରକ୍ଷା ଦାୟିତ୍ବରେ ଥିବା ଠିକା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ

ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାଏ ବୁର୍ଲା ଭୀମସାର। ଏଥର କିନ୍ତୁ ଏଠାରେ ଦାୟିତ୍ବରେ ଥିବା ସିକ୍ଯୁରିଟି ସଂସ୍ଥା ଏକଜୁକୁଟିଭଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଭୀମସାରରେ ସିକ୍ଯୁରିଟି ଗାର୍ଡ ସୁପରଭାଇଜର ପଦବୀ ପାଇଁ ପଇସା କାରବାର ଅଭିଯୋଗ।

VIMSAR ସୁରକ୍ଷା ଦାୟିତ୍ବରେ ଥିବା ଠିକା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ
Image Credit: ଫାଇଲ ଫଟୋ

About the Author