• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ

ସାଇଫନରେ ବୁଡି ଯୁବକ ମୃତ

ଡ୍ୟାମ (Hirakud Dam) ସାଇଫନରେ ଗାଧୋଉଥିବା ସମୟରେ ଗୋପାଳ ପାଣିରେ ବୁଡି ଯାଇଥିବା ପ୍ରତକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ପରେ ତୁରନ୍ତ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦିଆ ଯାଇଥିଲା।

ସାଇଫନରେ ବୁଡି ଯୁବକ ମୃତ
ସାଇଫନରେ ବୁଡି ଯୁବକ ମୃତ

ସମ୍ବଲପୁର: ହୀରାକୁଦ ଡ୍ୟାମ ସାଇଫନରେ ବୁଡି ଯୁବକର ମୃତ୍ୟୁ। ମୃତ ଯୁବକ ଜଣକ ହେଲେ ବୁର୍ଲା ଥାନା ଅନ୍ତର୍ଗତ ଗୌଡ଼ପାଲି ଗ୍ରାମର ଗୋପାଳ ମେହେର। ଗୋପାଳ ଗତକାଲି ତାଙ୍କ ଘରୁ ଅପରାହ୍ନ ୩ଟା ସମୟରେ ସାଇଫନକୁ ଗାଧୋଇବାକୁ ଯାଇଥିଲେ। 

ଡ୍ୟାମ (Hirakud Dam) ସାଇଫନରେ ଗାଧୋଉଥିବା ସମୟରେ ଗୋପାଳ ପାଣିରେ ବୁଡି ଯାଇଥିବା ପ୍ରତକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ପରେ ତୁରନ୍ତ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦିଆ ଯାଇଥିଲା। ସୂଚନା ପାଇ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଆସି ଗୋପାଳକୁ ଖୋଜାଖୋଜି କରିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଗୋପଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Also Read: ଆରମ୍ଭରୁ ମମତା ସରକାରକୁ CBIର ଝଟକା; Narada caseରେ ୨ କ୍ୟାବିନେଟ ମନ୍ତ୍ରୀ ସମେତ ୪ ନେତା ଗିରଫ

ବୁର୍ଲା ପୋଲିସ (Burla Police) ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଗୋପାଳର ଶବ ବ୍ୟବଛେଦ କରିଛି। ଶବ ବ୍ୟବଛେଦ ପରେ ଗୋପାଳର ପରିବାରକୁ ଶବ ହସ୍ତାନ୍ତର କରାଯାଇଛି। ମୃତ ଗୋପାଳର ବୟସ ୩୫ ବର୍ଷ ହୋଇଥିବା ବେଳେ ସେ ଗତବର୍ଷ ବିବାହ କରିଥିବା ସୂଚନା ମିଳିଛି।