• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /City News
  • /ରାଜ୍ୟରେ ଆଉ ୪ କୋରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୦ ଡେଇଁଲା ମୃତକଙ୍କ ସଂଖ୍ୟା

ରାଜ୍ୟରେ ଆଉ ୪ କୋରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୦ ଡେଇଁଲା ମୃତକଙ୍କ ସଂଖ୍ୟା

ପୁଣି ୪ ମୁଣ୍ଡ ନେଲା କୋରୋନା

Edited ByZee Odisha Desk
Published: Jul 09, 2020, 11:43 AM IST|Updated: Jul 09, 2020, 11:43 AM IST
joinshare
ରାଜ୍ୟରେ ଆଉ ୪ କୋରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୦ ଡେଇଁଲା ମୃତକଙ୍କ ସଂଖ୍ୟା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ପୁଟିନ୍‌ଙ୍କୁ ମୋଦୀଙ୍କ ଉପହାର, ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଓ ଅନ୍ୟ ଖବର

    Top 10 News: ପୁଟିନ୍‌ଙ୍କୁ ମୋଦୀଙ୍କ ଉପହାର, ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଓ ଅନ୍ୟ ଖବର

    2

    ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

    3

    ଏ ପଜିଟିଭ୍ ବଦଳରେ ରୋଗୀଙ୍କୁ ଦେଲେ ବି ପଜିଟିଭ୍ ରକ୍ତ

    4

    BRICS Summit 2026: ପୁଟିନ୍‌ଙ୍କୁ ୨ ହଜାର ବର୍ଷର ପୁସ୍ତକ ଉପହାର ଦେଲେ ପିଏମ ମୋଦୀ

    5

    ସୁବିଧା ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି- ଆଇନ ମନ୍ତ୍ରୀ

    ଭୁବନେଶ୍ୱରେ: ରାଜ୍ୟରେ ଆଜି ଆଉ ୪ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ବିଭାଗ ଦେଇଥିବା ସୂଚନା ମୁତାବକ ୪ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଛି। 

    ଭଦ୍ରକ ଓ ଗଞ୍ଜାମରେ ବିଗତ ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରେ ଜଣକର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ୬୫ ବର୍ଷ, ୬୩ ଓ ୫୮ ବର୍ଷ ବୟସର ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ଅନ୍ୟ ଦୁଇ ଜଣ ପୁରୁଷ ରହିଛନ୍ତି। ସେହିପରି ଭଦ୍ରକରେ ୫୮ ବର୍ଷୀୟ ପୁରୁଷ ରହିଛନ୍ତି। 

    ସୂଚନା ଯୋଗ୍ୟ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଜିଲ୍ଲାରେ ହୁହୁ ହୋଇ ବଢିଚାଲିଛି। ଆଜି ଜିଲ୍ଲାରୁ ପ୍ରାୟ ୨୬୦ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ୩ ହଜାର ଅତିକ୍ରମ କରିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। 

     

     

    Add Zee News as a Preferred Source
    TAGS:
    Corona
    Odisha
    Ganjam
    Bhubaneswar