• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /City News
  • /ଆଉ ୫ ମୁଣ୍ଡ ନେଲା କୋରୋନା

ଆଉ ୫ ମୁଣ୍ଡ ନେଲା କୋରୋନା

ରାଜ୍ୟରେ ୩୪ ଛୁଇଁଲା ମୃତକଙ୍କ ସଂଖ୍ୟା

Edited ByZee Odisha Desk
Published: Jul 04, 2020, 01:13 PM IST|Updated: Jul 04, 2020, 01:13 PM IST
joinshare
ଆଉ ୫ ମୁଣ୍ଡ ନେଲା କୋରୋନା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ରାତି ପାହିଲେ ଉଡିବ ତ୍ରିରଙ୍ଗା ଓ ଅନ୍ୟ ଖବର

    Top 10 News: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ରାତି ପାହିଲେ ଉଡିବ ତ୍ରିରଙ୍ଗା ଓ ଅନ୍ୟ ଖବର

    2

    ଜୀ-ସାର୍ଥକରେ ଦେଖନ୍ତୁ ନୂଆ ସିନେମା ‘ଜଗା ପରି ଭାଇ ଜଗତେ ନାହିଁ’

    3

    ୮୦ତମ ସ୍ବାଧୀନତା ଦିବସ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

    4

    Odisha Police: ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ବ

    5

    Odisha Flood: ୬ ଜିଲ୍ଲା ୫୨ ବ୍ଲକ ବନ୍ୟା ପ୍ରଭାବିତ- SRC ରାଜେଶ ପ୍ରଭାକର ପାଟିଲ

    ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଯେତିକି ଯେତିକି ବଢୁଛି ସେହି ଅନୁପାତର ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି କୋରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ତେବେ ଆଜିର ମୃତକଙ୍କୁ ମିଶାଇ ମୋଟ ୩୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।  

    ଏହି ମୃତକମାନେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାର ମୃତକଙ୍କ ବୟସ ଯଥାକ୍ରମେ ୫୦,୨୭ ଓ ୩୫ ବର୍ଷ ରହିଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରର ଦୁଇ ମୃତକଙ୍କ ବୟସ ୫୧ ଓ ୬୪ ବର୍ଷ। ସମସ୍ତ ମୃତକ ପୁରୁଷ ବୋଲି ବିଭାଗ ସୂଚନା ଦେଇଛି।  

    ସେପଟେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି। ଗଞ୍ଜାମରେ ମୋଟ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକରୁ ୪, ଅନୁଗୋଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏଁ ମୃତକ ରହିଛନ୍ତି।  

    Add Zee News as a Preferred Source
    TAGS:
    Corona
    virus
    death
    Ganjam
    Odisha