ଆଉ ୫ ମୁଣ୍ଡ ନେଲା କୋରୋନା, ରାଜ୍ୟରେ ବଢି ଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଶହେ ଛୁଇଁଛି ମୃତ୍ୟୁ ସଂଖ୍ୟା। ଆଜି କୋରୋନାରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି। ସେପଟେ ମୃତକଙ୍କ ମଧ୍ୟରେ ଗଜପତି, ଓ କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ସେହିପରି ଗଞ୍ଜାମରେ ଆଜି ୩ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। କନ୍ଧମାଳରେ ଆଜି ପ୍ରଥମ କୋରୋନା ମୃତ୍ୟୁ ହୋଇଥ

ଆଉ ୫ ମୁଣ୍ଡ ନେଲା କୋରୋନା, ରାଜ୍ୟରେ ବଢି ଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା

About the Author