ଫର୍ମକୁ ଫେରୁଛି କୋରୋନା, କଟକରେ ଦୁଇ ଓମିକୋନ୍ ସନ୍ଦିଗ୍ଧ

ତୃତୀୟ ଲହର ପାଇଁ ଓଡିଶା ପ୍ରସ୍ତୁତ, ରୋଗୀ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶ୍ବସ୍ତ କରିଛି। ହେଲେ ଗତ କିଛି ଦିନ ହେବ ରାଜ୍ୟକୁ 'ଆଟ ରିସ୍କ କଣ୍ଟ୍ରି'ରୁ ଆସୁଥିବା ଯାତ୍ରୀ ପ୍ରଶାସନ ପାଇଁ ଚିନ୍ତା ବଢାଇଛନ୍ତି। ବିଦେଶରୁ ଆସିଥିବା ଲୋକଙ୍କ ଜେନମ ସିକ୍ୟୁଆନ୍ସିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫର୍ମକୁ ଫେରୁଛି କୋରୋନା, କଟକରେ ଦୁଇ ଓମିକୋନ୍ ସନ୍ଦିଗ୍ଧ
Image Credit: ଡିଜାଇନ୍ ଫଟୋ

About the Author