ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ଇଂରେଜ ସରକାର ବିରୁଦ୍ଧରେ ହୋଇଥବା ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଏକ ବିଶେଷ ମହତ୍ତ୍ୱ ରହିଛି । ତେଵେ ସ୍ୱାଧୀନତା ଆନ୍ଦୋଳନର ଲଢେଇରେ ସାମିଲ ଥିବା ସମ୍ବଲପୁର ଜିଲ୍ଲା ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡି ହେବାକୁ ଯାଉଛି । କାହିଁକି ନା ସମ୍ବଲପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା

ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

About the Author