• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /City News
  • /ଭୀମସାରରେ ରେଗିଙ୍ଗ୍ !

ଭୀମସାରରେ ରେଗିଙ୍ଗ୍ !

ବଦାନାମ ହୋଇଛି ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁର୍ଲା VIMSAR।

Written ByAjay Kumar NathEdited ByZee Odisha Desk
Published: Mar 12, 2021, 08:33 PM IST|Updated: Mar 12, 2021, 08:35 PM IST
joinshare
ଭୀମସାରରେ ରେଗିଙ୍ଗ୍ !
Image Credit: ଫାଇଲ ଫଟୋ

About the Author

Ajay Kumar Nath

Ajay Kumar Nath

Trending

  • News
  • Photos
  • Videos
Subhadra Yojana 5th Installment: ଖୁସି ଖବର! ଏହି ଦିନ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ୫ମ

Subhadra Yojana 5th Installment: ଖୁସି ଖବର! ଏହି ଦିନ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ୫ମ

2

ସ୍ୱଚ୍ଛ ଶକ୍ତିରେ ଓଡ଼ିଶା ଲେଖିବ ନୂଆ ଇତିହାସ, ₹୬୭ ହଜାର କୋଟିର ନିବେଶକୁ ମିଳିଲା ମଞ୍ଜୁରି

3

ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର, ବିଜୟ–ସଙ୍ଗୀତାଙ୍କ ପାରିବାରିକ ବିବାଦରେ ନୂଆ ମୋଡ଼

4

Ajinkya Rahane: ସନ୍ନ୍ୟାସ ପରେ ରାହାଣେଙ୍କ ନୂଆ ଇନିଂସ୍! ଏହି ବିଦେଶୀ ଟିମ୍‌ ସହ କଲେ ବଡ଼ ଡିଲ୍

5

୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ରାଜ ଜଙ୍କିଆ GPର ADEO

ସମ୍ବଲପୁର: କaରୋନା ଯୋଗୁଁ ଦୀର୍ଘ ଛୁଟି ପରେ ସଳଖି ହେଉଛି ବନ୍ଦ ପଡିଥିବା ଶିକ୍ଷା ବ୍ୟବସ୍ଥା। ଆଉ ଏପରି ସମୟରେ ଶିକ୍ଷାନୁଷ୍ଠାନର ନାଁକୁ କଳୁସିତ କରିଛି ଶିକ୍ଷା ଜୀବନର ଅନ୍ତିମ ଚରଣରେ ପହଂଚି ଥିବା ଛାତ୍ରଙ୍କ ଲଜ୍ଜ୍ୟାଜନକ ଆଚରଣ। ବଦାନାମ ହୋଇଛି ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁର୍ଲା VIMSAR। 

ମିଳିଥିବା ସୂଚନା ପ୍ରକାରେ, ସମ୍ବଲପୁର (Sambalpur) ବୁର୍ଲା VIMSARର କିଛି ଚତୁର୍ଥ ବର୍ଷର ଛାତ୍ର ନିଜ ଜୁନିୟର ତଥା ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଙ୍ଗ (Ragging) କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ କଲେଜ ଅଧକ୍ଷା ଜୟଶ୍ରୀ ଦୋରାଙ୍କ ନିକଟକୁ ଆସିଛି। ଅଭିଯୋଗ ପରେ Anti- Raging Cellକୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Also Read: ଫ୍ଲୋରାଇଡ଼ ଗ୍ୟାସ ଲିକ ମାମଲାରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ

ପ୍ରତିଷ୍ଠିତ ଶିକ୍ଷାଅନୁଷ୍ଠାନ ଗୁଡିକରେ ରାଗିଙ୍ଗକୁ ଆଇନଗତ ଅପରାଧ ଭାବେ ଗ୍ରହଣ କରାଯାଇଥିବା ସତ୍ତ୍ୱେ VIMSARରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ବର୍ଷର ବିଭିନ୍ନ ସମୟରେ କେତେବେଳେ VIMSAR ତ ଆଉ କେତେବେଳେ VSSUTରୁ ଆସେ ଏହିଭଳି ଅଭିଯୋଗ। ସେପଟେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ମଧ୍ୟ ଆପୋସ ବୁଝାମଣାରେ ମାମଲାର ସମାଧାନ କରୁଥିବା ଅଭିଯୋଗ ହୋଇଛି।

 

 

 

Add Zee News as a Preferred Source
TAGS:
ragging allegation
vimsar
sambalpur
student ragging
Sambalpur Vimsar