sambalpur police
ହାର୍ଡଓ୍ବେର ଦୋକାନରୁ ଚୋରି କରି ଧରାପଡିଲା ଯୁବକ
ଏକ ହାର୍ଡଓ୍ବେର ଦୋକାନରୁ ଚୋରି ଅଭିଯୋଗରେ ଜଣେ ସନ୍ଦିଗ୍ଧ ଅପରାଧୀକୁ ଗିରଫ ସମ୍ବଲପୁର ପୋଲିସ କରିଛି। ଏହା ସହ ଗୋଟିଏ କାର୍ ଓ ୨ ଲକ୍ଷ ଟଂକା ମୂଲ୍ଯର ହାର୍ଡେଓ୍ବେର ସାମଗ୍ରୀ ଜବତ କରାଯାଇଛି।

ହାର୍ଡଓ୍ବେର ଦୋକାନରୁ ଚୋରି କରି ଧରାପଡିଲା ଯୁବକ