ଭେଣ୍ଟିଲେଟରର ବିକଳ୍ପ ପରିକଳ୍ପନା

ବି.ଟେକ୍ ଛାତ୍ରଙ୍କ କମାଲ । କୋରୋନା ରୋଗୀଙ୍କୁ ମିଳିବ ନୂଆ ଜୀବନ । ମହାମାରୀର ଏଭଳି ଅଭାବୀ ସମୟରେ ଭେଣ୍ଟିଲେଟର ବିକଳ୍ପ ପରିକଳ୍ପନା କରିଛନ୍ତି ଭୁବନେଶ୍ୱର ଆଇଆଇଟିର ମେଧାବୀ ଛାତ୍ର ଅନନ୍ୟ ପ୍ରମୟ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଛନ୍ତି ଏକ ଡବଲ ହେଲମେଟ ଭଳି ଭେଣ୍ଟିଲେଟର ଡିଭାଇସ । ଯାହାର ନାମ ରଖିଛନ୍ତି ଶ୍ୱାସ୍ନେର ।

ଭେଣ୍ଟିଲେଟରର ବିକଳ୍ପ ପରିକଳ୍ପନା

About the Author