ବୁର୍ଲାରେ ୫ଟି ୱାର୍ଡରେ ଦୁଇଦିନିଆ ସଟଡାଉନ

ଜିଲ୍ଲାରେ କୋରୋନା ସଂକ୍ରଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତା କାଲି ୨ ଦିନ ଧରି ବୁର୍ଲା ସହରର ୫ଟି ୱାର୍ଡକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ବୁର୍ଲା ସହରର ୩,୪,୫,୬,୭ ନମ୍ବର ୱାର୍ଡକୁ ସମ୍ପୂର୍ଣ୍ଣ ସଟ ଡାଉନ କରି ଦିଆଯାଇଛି। ଗତକିଛି ଦିନ ଭିତରେ ଭିସୁଟରୁ ୮ଟି ସ୍ଥାନୀୟ ସଂକ୍ରମଣ ବାହାରିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ନିଷ୍

ବୁର୍ଲାରେ ୫ଟି ୱାର୍ଡରେ ଦୁଇଦିନିଆ ସଟଡାଉନ

About the Author