• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /City News
  • /ଆସନ୍ତା ୧୧ ଯାଏଁ ଭିସୁଟ ସଟଡାଉନ

ଆସନ୍ତା ୧୧ ଯାଏଁ ଭିସୁଟ ସଟଡାଉନ

ଭିସୁଟ ଆସନ୍ତା ୧୧ ପର୍ଯ୍ୟନ୍ତ ବନ୍ଦ

Edited ByZee Odisha Desk
Published: Jul 04, 2020, 10:13 AM IST|Updated: Jul 04, 2020, 10:13 AM IST
joinshare
ଆସନ୍ତା ୧୧ ଯାଏଁ ଭିସୁଟ ସଟଡାଉନ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Politics: ରାଜ୍ୟ ରାଜନୀତି ସରଗରମ, ନବୀନଙ୍କୁ କଡ଼ା ସମାଲୋଚନା କଲେ ଧର୍ମେନ୍ଦ୍ର, କହିଲେ.

    Odisha Politics: ରାଜ୍ୟ ରାଜନୀତି ସରଗରମ, ନବୀନଙ୍କୁ କଡ଼ା ସମାଲୋଚନା କଲେ ଧର୍ମେନ୍ଦ୍ର, କହିଲେ.

    2

    Sugar Price Hike: ଚିନି ଦର ବୃଦ୍ଧିକୁ ନେଇ ଟେନସନ୍ ରେ ଗ୍ରାହକ! ଆଗକୁ ଖସିବ ନା ବଢିବ ରେଟ୍

    3

    Top 10 News Today: ବିଜେଡି ସୁପ୍ରିମୋ ନବୀନ ବାବୁଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ, ଆସନ୍ତ

    4

    Ghare Ghare Triranga: ଆଗକୁ ସ୍ୱାଧୀନତା ଦିବସ ,ଅଗଷ୍ଟ ୯ ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯ

    5

    Bus Accident: ଭୟଙ୍କର ବସ୍ ଦୁର୍ଘଟଣା, ଚାଲିଗଲା ୨ ଜୀବନ;୨୦ ଆହତ

    ସମ୍ବଲପୁର: ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭିସୁଟକୁ ସଟଡାଉନ ଘୋଷଣା କରାଯାଇଛି। କିଛି ଦିନ ପୂର୍ବରୁ ଜଣେ ଅଧ୍ୟାପିକାଙ୍କ ସ୍ୱାମୀଙ୍କ କୋରୋନାରେ ମୃତ୍ୟୁ ହେବା ପରେ ମଙ୍ଗଳବାର ଗୋଟିଏ ଦିନ ପାଇଁ ଭିସୁଟ ବନ୍ଦ କରାଯିବା ସହ ଏହାକୁ ସାନିଟାଇଜ କରାଯାଇଥିଲା । ଗୋଟିଏ ଦିନ ପାଇଁ ସିଲ୍ ହୋଇଥିଲା ଭିସୁଟ ବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ । ତେବେ ଜଣେ ଅଧ୍ୟାପିକାଙ୍କ ସ୍ୱାମୀଙ୍କ କୋରୋନାରେ ମୃତ୍ୟୁ ହେବା ପରେ ମଙ୍ଗଳବାର ଗୋଟିଏ ଦିନ ପାଇଁ ଭିସୁଟ ବନ୍ଦ କରାଯିବା ସହ ଏହାକୁ ସାନିଟାଇଜ କରାଯାଥିଲା ।

    ସିଲ ପରେ ସାନିଟାଇଜ ହେଲା ବୁର୍ଲା ବିଶ୍ବବିଦ୍ୟାଳୟ। ତେବେ ଅଧ୍ୟାପିକାଙ୍କ ସ୍ୱାମୀ ଅନୁଗୋଳର ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଥିଲା । ମୃତକ ଜଣଙ୍କ ନାଲକୋରେ କାର୍ଯ୍ୟରତ ଥିଲେ । ଏ ଭିତରେ ମହିଳା ଅଧ୍ୟାପିକାଙ୍କର ମଧ୍ୟ କୋରୋନା ପଜିଟିଭ ଜଣାପଡ଼ିଛି । ଏ ଭିତରେ ମହିଳାଙ୍କ ସହ ଆଉ ୪ଜଣଙ୍କର ପଜିଟିଭ ଚିହ୍ନଟ ହେବା ପରେ ଜିଲାପାଳଙ୍କ ନିର୍ଦେଶ କ୍ରମେ ଭିସୁଟକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସାଟ ଡାଉନ କରାଯାଇଛି।

    ପ୍ରଥମେ ମଙ୍ଗଳବାର ଗୋଟିଏ ଦିନ ପାଇଁ ଭିସୁଟ ବନ୍ଦ କରା ଯାଇଥିଲା।ଏବେ ଜିଲାପାଳ ଙ୍କ ନିର୍ଦେଶ କ୍ରମେ ପ୍ରଥମରୁ ସମସ୍ତ ହଷ୍ଟେଲ ବନ୍ଦ ରହିଥିବା ବେଳେ ଅଫିସ କାର୍ଯ୍ୟାଳୟ କୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି।

     

     

     

    Add Zee News as a Preferred Source
    TAGS:
    Corona
    virus
    Sambalpur News