• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ
 ଅବାଧରେ ଚାଲିଛି ବେଆଇନ କରତକଳ, ନିରବଦ୍ରଷ୍ଟା ବନବିଭାଗ

ଅବାଧରେ ଚାଲିଛି ବେଆଇନ କରତକଳ, ନିରବଦ୍ରଷ୍ଟା ବନବିଭାଗ

ବାରମ୍ବାର ଜନସାଧାରଣ ବେନିୟମ କରତକଳ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିବା ସତ୍ତ୍ୱେ ମଧ୍ୟ କାଯ୍ୟାନୁଷ୍ଠାନ ନେଉନାହିଁ ବନବିଭାଗ ବୋଲି ଅଭିଯୋଗ ହୋଇଛି। ଏହି ବେଆଇନ କରତକଳକୁ ନେଇ ସମ୍ବଲପୁର ସହରରେ ଧୀରେ ଧୀରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି।

Jun 22, 2021, 12:10 PM IST
ପେଟ କାଟି ପଢାଇବାର ଫଳ; ବାପା ଚଳାଉଥିଲେ ଅଟୋ, ପୁଅ ଉଡାଇବେ ଯୁଦ୍ଧ ବିମାନ

ପେଟ କାଟି ପଢାଇବାର ଫଳ; ବାପା ଚଳାଉଥିଲେ ଅଟୋ, ପୁଅ ଉଡାଇବେ ଯୁଦ୍ଧ ବିମାନ

 ଅଟୋ ଚଲାଇ ଘର ଏବଂ ପିଲାଙ୍କ ଶିକ୍ଷାର ଖର୍ଚ୍ଚ ପୂରଣ କରିବା କଷ୍ଟକର ଥିଲା, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ପିତା ସାହସ ନ ହରାଇ ପିଲାମାନଙ୍କୁ ଉନ୍ନତ ଶିକ୍ଷା ଦେଇଥିଲେ। ଯାହାର ଫଳାଫଳ ଆଜି ଆମ ସାମ୍ନାରେ ଅଛି।

Jun 22, 2021, 08:36 AM IST
ଭେଣ୍ଟିଲେଟରରେ ସ୍ୱାମୀ, ଉଜୁଡା ସଂସାର ବଞ୍ଚାଇବାକୁ ସୋନାଲିଙ୍କ ଆକୁଳ ମିନତି

ଭେଣ୍ଟିଲେଟରରେ ସ୍ୱାମୀ, ଉଜୁଡା ସଂସାର ବଞ୍ଚାଇବାକୁ ସୋନାଲିଙ୍କ ଆକୁଳ ମିନତି

୩୧ ବର୍ଷୀୟ ସିଦ୍ଧାର୍ଥ ପୂର୍ବରୁ କୌଣସି ଗୁରୁତର ରୋଗର ଶିକାର ହୋଇ ନାହାନ୍ତି। ସେ ନିଶା ମଧ୍ୟ ସେବନ କରନ୍ତି ନାହିଁ। ଏପରି କି ସେ ଜଣେ ଶାକାହାରୀ ବ୍ୟକ୍ତି। ସିଦ୍ଧାର୍ଥଙ୍କ ପରି ଖୁବ କମ ବ୍ୟକ୍ତି ମିଳନ୍ତି ଯିଏ କମ ବୟସରେ ବା ଯୁବାବସ୍ଥାରେ ମଦ-ମାଂସଠାରୁ ଦୂରରେ ରୁହନ୍ତି। କିନ୍ତୁ ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ କୋରୋନା ସହ ସଂଗ୍ରାମ କରୁଛନ୍ତି।

Jun 20, 2021, 09:10 PM IST
ଷଣ୍ଢକୁ ମୃତ୍ୟୁଦଣ୍ଡ! ମୁହଁ-ଗୋଡ ବାନ୍ଧି ଫିଙ୍ଗିଦେଲା ଅଗ୍ନିଶମ ବିଭାଗ

ଷଣ୍ଢକୁ ମୃତ୍ୟୁଦଣ୍ଡ! ମୁହଁ-ଗୋଡ ବାନ୍ଧି ଫିଙ୍ଗିଦେଲା ଅଗ୍ନିଶମ ବିଭାଗ

ବୁର୍ଲା ଭକ୍ତିମଣ୍ଡପ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଗୋଟିଏ ଷଣ୍ଢର (Ox) ଦୟନୀୟ ମୃତ୍ୟୁ ଘଟିଛି। ଷଣ୍ଢକୁ ମୃତ୍ୟୁଦଣ୍ଡ ଦେଇଛନ୍ତି ବୁର୍ଲା (Burla) ଅଗ୍ନିଶମ ବିଭାଗର କିଛି କର୍ମଚାରୀ ବୋଲି ଅଭିଯୋଗ ହୋଇଛି। 

Jun 20, 2021, 02:10 PM IST
ବ୍ରହ୍ମପୁର ITIକୁ କେନ୍ଦ୍ରୀୟ ମୋହର:  ଦେଶର ଶ୍ରେଷ୍ଠ ୧୦୦ରେ ପାଇଲା ସ୍ଥାନ

ବ୍ରହ୍ମପୁର ITIକୁ କେନ୍ଦ୍ରୀୟ ମୋହର: ଦେଶର ଶ୍ରେଷ୍ଠ ୧୦୦ରେ ପାଇଲା ସ୍ଥାନ

କେନ୍ଦ୍ର ସରକାରଙ୍କ MSDE ପକ୍ଷରୁ ଦେଶର ସମସ୍ତ ଆଇଟିଆଇକୁ ହୋଇଥିବା ଚୟନ ପକ୍ରିୟାରେ ଶୀର୍ଷ ଶହେ ତାଲିକାରେ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ୧୨ନଂ ସ୍ଥାନ ଓ ରାଜ୍ୟରେ ଶ୍ରେଷ୍ଠ ତାଲିମ କେନ୍ଦ୍ର ଭାବେ ବିବେଚିତ ହୋଇପାରିଛି। ଛାତ୍ର ଛାତ୍ରୀ ଓ ଶିକ୍ଷାନୁଷ୍ଠାନର ପ୍ରଶିକ୍ଷକମାନଙ୍କ ପାରଦର୍ଶିତା ଯୋଗୁଁ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରର ଏହି ସଫଳତା ହାସଲ କରିପାରିଥିବା ବେଳେ ପିଲାଙ୍କ ଭବିଷ୍ୟତ ଗଠନରେ ବେସ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

Jun 18, 2021, 10:28 PM IST
ବ୍ରହ୍ମପୁରବାସୀଙ୍କ କଟା ଘା'ରେ ଚୂନ! BMCର ୧୦୦% ହୋଲଡିଂ ଟିକସ ବୃଦ୍ଧିକୁ ବିରୋଧ

ବ୍ରହ୍ମପୁରବାସୀଙ୍କ କଟା ଘା'ରେ ଚୂନ! BMCର ୧୦୦% ହୋଲଡିଂ ଟିକସ ବୃଦ୍ଧିକୁ ବିରୋଧ

ମହାମାରୀ ବେଳେ ବ୍ରହ୍ମପୁରବାସୀଙ୍କ ଉପରେ ଆର୍ଥିକ ବୋଝ ଲଦି ହୋଇଛି। ମାହାନଗର ନିଗମ ହଠାତ ହୋଲଡିଂ ଟ୍ୟାକ୍ସ ଶତ ପ୍ରତିଶତ ବୃଦ୍ଧି କରିଛି। ଜନସାଧାରଣଙ୍କ ଉପରେ ଲଦା ଯାଇଥିବା ଆର୍ଥିକ ବୋଝକୁ ଦୃଷ୍ଚିରେ ରଖି ବ୍ରହ୍ମପୁର ସହରର କିଛି ସଂଗଠନ ହାଇକର୍ଟର ଦ୍ବାରସ୍ତ ହୋଇଛନ୍ତି। 

Jun 18, 2021, 03:56 PM IST
ବାଟରେ ଥିଲା ବାରାତ୍, କନ୍ୟା ହୋଇଗଲା ଫେରାର୍

ବାଟରେ ଥିଲା ବାରାତ୍, କନ୍ୟା ହୋଇଗଲା ଫେରାର୍

ଏହି ମାମଲା ବାରାସିଭନି ପୋଲିସ ଷ୍ଟେସନ ଅଞ୍ଚଳର, ଯେଉଁଠାରେ ଶୋଭାଯାତ୍ରା ରାମପୁରରୁ ଡୋଲୋରିଆ ପୋଲିସ ଷ୍ଟେସନ ଅଧୀନସ୍ତ ଖୋକ୍ସାରକୁ ଯାଉଥିଲା। ଶୋଭାଯାତ୍ରା କନ୍ୟା ଘରେ ପହଞ୍ଚିବା ପୂର୍ବରୁ ବରର ଭାଇଙ୍କ ନିକଟକୁ ଖବର ଆସିଥିଲା ​​ଯେ କନ୍ୟା ପଳାଇ ଯାଇଛି।

Jun 15, 2021, 09:55 PM IST
ସ୍ୱର ବଦଳାଇଲେ ନର୍ସ; କଣ ରହିଛି ଭିତିରି ରହସ୍ୟ?

ସ୍ୱର ବଦଳାଇଲେ ନର୍ସ; କଣ ରହିଛି ଭିତିରି ରହସ୍ୟ?

କୋଭିଡ ଆକ୍ରାନ୍ତ ନର୍ସଙ୍କୁ ଓଭରଡୋଜ ମେଡ଼ିସିନ ଦେବା ନେଇ ବେଶ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ମଧ୍ୟ ରାତ୍ରରେ କୋଭିଡ ହସ୍ପିଟାଲ ୧ ଭିତରକୁ ଧସେଇ ପଶିଥିଲେ ଶତାଧିକ ଲୋକ।

Jun 6, 2021, 02:14 PM IST
ସମ୍ବଲପୁର ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲକୁ କଡା ବିରୋଧ

ସମ୍ବଲପୁର ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲକୁ କଡା ବିରୋଧ

ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲ (COVID Hospital) କୁ କଡା ବିରୋଧ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରୀ (Heath Ministry) ଙ୍କ ଦ୍ୱାରା ସମ୍ବଲପୁର (Sambalpur) ସହରର ମଧ୍ୟ ସ୍ଥଳରେ ରହିଥିବା ସ୍ପର୍ଶ ସିଟି ହସ୍ପିଟାଲକୁ ଦ୍ୱିତୀୟ କୋଭିଡ ହସ୍ପିଟାଲ ଘୋଷଣା ପରେ ପରେ ତୀବ୍ର ବିରୋଧ ଦେଖାଦେଇଛି । ଜିଲ୍ଲାରେ କୋଭିଡ ସ୍ଥିତିର ଗୁରୁତ୍ୱକୁ ଦେଖି ରାଜ୍ୟ

Jun 3, 2021, 02:08 PM IST
 ରାଜ୍ୟରେ ପ୍ରଥମ; ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ 'ଅମୃତ ଧାରା'ର ଶୁଭାରମ୍ଭ

ରାଜ୍ୟରେ ପ୍ରଥମ; ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ 'ଅମୃତ ଧାରା'ର ଶୁଭାରମ୍ଭ

ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡ଼ିଶାରେ ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର୍ ପଟିଆ ବିଗ୍ ବଜାରସ୍ଥିତ Trishna Banquet ଠାରେ ଆରମ୍ଭ କରାଯାଇଅଛି। 

Jun 2, 2021, 11:24 PM IST
ରତ୍ନସିଂହାସନ ଫଟୋ ଭାଇରାଲ ଘଟଣାରେ ନୂଆ ଟୁଇଷ୍ଟ

ରତ୍ନସିଂହାସନ ଫଟୋ ଭାଇରାଲ ଘଟଣାରେ ନୂଆ ଟୁଇଷ୍ଟ

ପରମ୍ପରା ଅନୁଯାୟୀ ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମିଶାଇ ସାତ ମୂର୍ତ୍ତି ବିରାଜମାନ କରିଥାନ୍ତି । ତେଣୁ ଏହି ଫଟୋଟି ଶ୍ରୀମନ୍ଦିର ରତ୍ନବେଦୀରେ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

मई 29, 2021, 06:16 PM IST
ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ !

ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ !

ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ସୋସିଆଲ ମିଡିଆରେ ଭାଇରଲ ପରେ ଏହା ନକଲି କି ଅସଲି ତାହାର ତଦନ୍ତ କରାଯାଉଛି । 

मई 29, 2021, 03:46 PM IST
ଜଳିଗଲା ସମଲେଶ୍ୱରୀ ମନ୍ଦିରର ଦୀପ ଘର

ଜଳିଗଲା ସମଲେଶ୍ୱରୀ ମନ୍ଦିରର ଦୀପ ଘର

ସଟ ସର୍କିଟରୁ ଅଗ୍ନିକାଣ୍ଡ (Fire Incident) ଘଟିଥିବା ଅନୁମାନ କରାଯାଉଛି। ଏହି ଆକସ୍ମିକ ଦୁର୍ଘଟଣା (Accident) ରେ କାହାରି ଜୀବନ ହାନି ହୋଇନାହିଁ।

मई 24, 2021, 09:26 AM IST
 କୋରୋନା ବିରୋଧି ଯୁଦ୍ଧର ସୈନିକ OSL: ସୁଗମ Oxygen Supply ପାଇଁ ଯୋଗାଇଲା ଲଜିଷ୍ଟିକ୍ସ ସହାୟତା

କୋରୋନା ବିରୋଧି ଯୁଦ୍ଧର ସୈନିକ OSL: ସୁଗମ Oxygen Supply ପାଇଁ ଯୋଗାଇଲା ଲଜିଷ୍ଟିକ୍ସ ସହାୟତା

ସିଙ୍ଗାପୁର (Singapur) ରୁ ଆସିଥିବା ୪୦ ଲିଟର ଧାରଣ କ୍ଷମତାଯୁକ୍ତ ୨୪ଟି ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର (Oxygen cylinder), ୫ଟି ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅକ୍ସିଜେନ୍‌ ରେଗୁଲେଟର- ହ୍ୟୁମିଡିଫାୟର ଆଣି ଅନ୍‌ଲୋଡିଂ ପାଇଁ OSL ଆବଶ୍ୟକ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି।

मई 23, 2021, 06:05 PM IST
କୋଭିଡ୍ ରୋଗୀଙ୍କୁ ଖୁସି କରିବାକୁ ନାଚିଲେ ଆଟେଣ୍ଡାଣ୍ଟ, ଭିଡିଓ ଭାଇରାଲ

କୋଭିଡ୍ ରୋଗୀଙ୍କୁ ଖୁସି କରିବାକୁ ନାଚିଲେ ଆଟେଣ୍ଡାଣ୍ଟ, ଭିଡିଓ ଭାଇରାଲ

ଅନେକ ରୋଗୀ ଡାକ୍ତରୀ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ଆଉ କିଛି ରୋଗୀ ଭଗବାନଙ୍କ ଭରସାରେ ରହୁଛନ୍ତି। ଆଉ ସେମନଙ୍କୁ ମୁହଁରେ ହସ ଫୁଟାଇବା ପାଇଁ ଜଣେ ଆଟେଣ୍ଡାଣ୍ଟ ଅଭିନବ ପଦକ୍ଷେପ ଆପଣାଇଛନ୍ତି, ଯାହାର ଭଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

मई 20, 2021, 10:44 AM IST
କୋରୋନା ଆକ୍ରାନ୍ତ ନର୍ସଙ୍କୁ ଭୁଲ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ

କୋରୋନା ଆକ୍ରାନ୍ତ ନର୍ସଙ୍କୁ ଭୁଲ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ

ଗତକାଲି ସକାଳେ ତାଙ୍କୁ ଏକ ରେମଡେସିଭିର (Remdedivir) ନାମକ ଇଂଜେକସନ ଦିଆଯାଇଥିଲା। ପୁଣି ସନ୍ଧ୍ୟା ସମୟରେ ତାଙ୍କୁ ଆଉଜଣେ ନର୍ସ ପୁଣିଥରେ ସେହି ଇଂଜେକସନର ଅଧିକ ଗୋଟାଏ ଡୋଜ ଦେଉଥିବା ଅଭିଯୋଗ ହୋଇଛି। ଯାହାକି ତାଙ୍କୁ ଦିଆଯିବା ଉଚିତ ନୁହେଁ ବୋଲି ଖୋଦ ନର୍ସ ଜଣଙ୍କ ପ୍ରକାଶ କରିଛନ୍ତି। 

मई 19, 2021, 10:19 AM IST
ସାଇଫନରେ ବୁଡି ଯୁବକ ମୃତ

ସାଇଫନରେ ବୁଡି ଯୁବକ ମୃତ

ଡ୍ୟାମ (Hirakud Dam) ସାଇଫନରେ ଗାଧୋଉଥିବା ସମୟରେ ଗୋପାଳ ପାଣିରେ ବୁଡି ଯାଇଥିବା ପ୍ରତକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ପରେ ତୁରନ୍ତ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦିଆ ଯାଇଥିଲା।

मई 17, 2021, 02:06 PM IST
କ୍ରୁରତାର ସୀମା ଲଙ୍ଘିଲା ମଣିଷ; ଘରେ ପଶିଲା ବୋଲି ବିଲେଇ ଛୁଆକୁ ମାରି ଫିଙ୍ଗି ଦେଲେ

କ୍ରୁରତାର ସୀମା ଲଙ୍ଘିଲା ମଣିଷ; ଘରେ ପଶିଲା ବୋଲି ବିଲେଇ ଛୁଆକୁ ମାରି ଫିଙ୍ଗି ଦେଲେ

କେବେ ବଦଳିବ ମଣିଷ? କେବେ ବଦଳିବ ମଣିଷର ମାନସିକତା? ବିଲେଇ ଉପରେ ହେଉଥିବା ଅତ୍ୟାଚାରର ଭିଡିଓ ଭାଇରାଲ ହେବା ପରେ ଏପରି ପ୍ରଶ୍ନ ଉଠୁଛି। ବିଲେଇ ଛୁଆ (Cat) ତିଳ ତିଳ ହୋଇ ମରୁଥିବାରହି ଦୃଶ୍ୟ ଯେତିକି ବିବ୍ରତ କରିଛି ସେତିକି ବ୍ୟଥିତ ମଧ୍ୟ କରୁଛି।

मई 16, 2021, 03:25 PM IST
ମହାପ୍ରସ୍ଥାନମ ଢାଞ୍ଚାରେ ସ୍ୱର୍ଗଦ୍ୱାର; ପବିତ୍ର ଦିନରେ ଶବଦାହର ଶୁଭାରମ୍ଭ, ଜଣନ୍ତୁ କଣ ରହିଛି ବିଶେଷତ୍ୱ

ମହାପ୍ରସ୍ଥାନମ ଢାଞ୍ଚାରେ ସ୍ୱର୍ଗଦ୍ୱାର; ପବିତ୍ର ଦିନରେ ଶବଦାହର ଶୁଭାରମ୍ଭ, ଜଣନ୍ତୁ କଣ ରହିଛି ବିଶେଷତ୍ୱ

ପ୍ରାୟ ୬କୋଟି ୩୦ଲକ୍ଷ ବ୍ଯୟରେ ସ୍ୱର୍ଗଦ୍ୱାର ନିର୍ମାଣ ଓ ତାର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ କରଣ ହୋଇଛି। ଜୁଲାଇ ସୁଦ୍ଧା ସ୍ୱର୍ଗଦ୍ୱରକୁ ସମ୍ପୂର୍ଣ୍ଣ କାର୍ଯ୍ଯକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରୁଛି।

मई 16, 2021, 11:09 AM IST
ମହିଳାଙ୍କ ମୃତ୍ୟୁକୁ ନେଇ ଭିମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା

ମହିଳାଙ୍କ ମୃତ୍ୟୁକୁ ନେଇ ଭିମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା

ମୃତ୍ୟୁ ଖବର ପାଇବା ପରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିଜନ ମାନେ କୋଭିଡ ହସ୍ପିଟାଲ ୧ ଭିତରେ ପାଟିତୁଣ୍ଡ କରିବା ସହିତ ସେଠାରେ ଥିବା ଚେୟାର ଟେବୁଲ ସବୁକୁ ଭାଙ୍ଗି ଦେଇଥିଲେ ।

मई 14, 2021, 04:11 PM IST