• ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ
  • ଦ୍ୱାଦଶରେ ପାସ୍ ହାର ୯୯.୩୭ ପ୍ରତିଶତ
  • ୯୯.୧୩ପ୍ରତିଶତ ଛାତ୍ର, ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍
  • ଡେଙ୍ଗୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମଇଟିଙ୍କ ପ୍ରତିକ୍ରିୟା
  • ବସ୍ତି ନୁହେଁ ସମ୍ଭ୍ରାନ୍ତ ଅଞ୍ଚଳରେ ଡେଙ୍ଗୁ ଅଧିକ ବ୍ୟାପୁଛି
  • ଆପାର୍ଟମେଣ୍ଟ,ପ୍ଲାଷ୍ଟିକ୍, ଫୁଲକୁଣ୍ଡରେ ପାଣି ଜମିରହୁଛି
  • ଏସବୁରେ ପାଣି ଜମି ରହିବାରୁ ମଶା ବଢୁଛନ୍ତି
  • ଚାଷ ଆରମ୍ଭରୁ ଚିନ୍ତାରେ ଚାଷୀ
  • ଧାନ ଚାଷ ଆଗେଇ ନେବାକୁ ମିଳୁନି ୟୁରିୟା ସାର
  • ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବିଦ୍ୟୁତ ଦୁର୍ଘଟଣାରେ ୬ ଓଡି଼ଆ ମୃତ
କେତେ ଭିତରେ ଦଲାଲରାଜ୍ ଚେର ?

କେତେ ଭିତରେ ଦଲାଲରାଜ୍ ଚେର ?

SCB ମେଡିକାଲ କଲେଜ ଓ ହସ୍ପିଟାଲ ବିଶ୍ୱସ୍ତରୀୟ ବୋଲି ଚର୍ଚ୍ଚା ଯେତିକି, ତାକୁ ନେଇ ବିବାଦ ବି ସେତିକି। ଆଉ କର୍ତ୍ତୃପକ୍ଷ ଓ ପ୍ରଶାସନର ହୁଗୁଳା ବାଟଦେଇ କେବେଠାରୁ ଓ କେମିତି ଯେ ଦଲାଲରାଜ୍ ଏଠାରେ ଚେର ବାନ୍ଧି ବସିଲାଣି, ତାର ହିସାବ କାହା ପାଖରେ ନାହିଁ। 

Apr 6, 2021, 10:24 PM IST
ହାର୍ଡଓ୍ବେର ଦୋକାନରୁ ଚୋରି କରି ଧରାପଡିଲା ଯୁବକ

ହାର୍ଡଓ୍ବେର ଦୋକାନରୁ ଚୋରି କରି ଧରାପଡିଲା ଯୁବକ

ଏକ ହାର୍ଡଓ୍ବେର ଦୋକାନରୁ ଚୋରି ଅଭିଯୋଗରେ ଜଣେ ସନ୍ଦିଗ୍ଧ ଅପରାଧୀକୁ ଗିରଫ ସମ୍ବଲପୁର ପୋଲିସ କରିଛି। ଏହା ସହ ଗୋଟିଏ କାର୍ ଓ ୨ ଲକ୍ଷ ଟଂକା ମୂଲ୍ଯର ହାର୍ଡେଓ୍ବେର ସାମଗ୍ରୀ ଜବତ କରାଯାଇଛି।

Apr 5, 2021, 04:08 PM IST
ବୁର୍ଲା ମେଡିକାଲରେ 'stretcher' ସଂକଟର ନଗ୍ନଦୃଶ୍ୟ

ବୁର୍ଲା ମେଡିକାଲରେ 'stretcher' ସଂକଟର ନଗ୍ନଦୃଶ୍ୟ

ବାରମ୍ବାର ଷ୍ଟ୍ରେଚର୍ ଅଭାବ ନେଇ ଗୁରୁତର ରୋଗୀମାନେ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ମେଡିକାଲ କର୍ତୃପକ୍ଷ କିନ୍ତୁ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି।

Apr 2, 2021, 09:17 PM IST
 VSSUTକୁ ବ୍ୟାପିଲା ରାଗିଂ ସଂକ୍ରମଣ

VSSUTକୁ ବ୍ୟାପିଲା ରାଗିଂ ସଂକ୍ରମଣ

କିଛିଦିନ ପୂର୍ବରୁ VIMSARରେ ମେଡ଼ିକାଲ ଛାତ୍ରଙ୍କ ମଧ୍ୟରେ ହୋଇଥିବା ରାଗିଂ ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ବର୍ତ୍ତମାନ ଏହି ରାଗିଂ ସଂକ୍ରମଣକୁ ବ୍ୟାପିଥିବା ଦେଖିବାକୁ ମିଳିଛି।

Mar 31, 2021, 05:36 PM IST
 ଏପ୍ରିଲ ଦୁଇ ପର୍ଯ୍ୟନ୍ତ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏପ୍ରିଲ ଦୁଇ ପର୍ଯ୍ୟନ୍ତ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କିଛି ଦିନ ହେବ ସମ୍ବଲପୁର (Sambalpur) ଜିଲ୍ଲାରେ ତାପମାତ୍ରା (temperature) ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ସମ୍ବଲପୁର, ତିତିଲାଗଡ, ରାଉରକେଲା, ଭୁବନେଶ୍ୱର (Bhubaneswar) , କଟର ପରି ସହରରେ ପାରା ଉପରମୁହାଁ ହେଉଛି। 

Mar 31, 2021, 04:43 PM IST
ସମ୍ବଲପୁର ରେଳଷ୍ଟେସନ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ

ସମ୍ବଲପୁର ରେଳଷ୍ଟେସନ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ

ଷ୍ଟେସନ ଉଚ୍ଛେଦ ହେଲେ ଏହା ଉପରେ ବର୍ଷ ବର୍ଷ ଧରି ନିର୍ଭରଶୀଳ ବ୍ୟବସାୟୀଙ୍କ ସହ ରେଳ ଧାରଣା କଡରେ ବସିଥିବା ବସ୍ତି ଗୁଡିକର ଶହ ଶହ ପରିବାର ସିଧାସଳଖ ପ୍ରଭାବିତ ହେବେ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।

Mar 27, 2021, 06:51 PM IST
 କିଏ ପିଇଗଲା ହୀରାକୁଦର ପାଣି?

କିଏ ପିଇଗଲା ହୀରାକୁଦର ପାଣି?

ଗତବର୍ଷ ଆଜିର ଦିନରେ ହୀରାକୁଦ ଜଳଭଣ୍ଡାର (Hirakud Dam) ରେ ୬୨୪.୧୨ ଫୁଟ ପାଣି ଥିଲା। ଆଉ ଏବେ ୬୧୪.୭୯ ଫୁଟକୁ ଜଳସ୍ତର (Water Lavel) ଖସି ଆସିଛି। ୨୦୦୯, ୨୦୧୦, ୨୦୧୨, ୨୦୧୫ ଓ ୨୦୧୬ ମସିହାରେ ମଧ୍ୟ ହୀରାକୁଦ ଜଳଭଣ୍ଡାରରେ ଜଳସଂକଟ (Water Crisis) ଦେଖାଯାଇଥିଲା। କିନ୍ତୁ ଚଳିତବର୍ଷର ସ୍ଥିତି ଦେଖିଲେ ଏହା ସବୁ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।

Mar 24, 2021, 06:54 PM IST
ସମ୍ବଲପୁରରେ ଲଭ୍ ଜିହାଦ୍ ! ଯୁବତୀଙ୍କ ଶରୀର ଓ ଜୀବନ ସହ ଚାଲିଥିଲା ଖେଳ

ସମ୍ବଲପୁରରେ ଲଭ୍ ଜିହାଦ୍ ! ଯୁବତୀଙ୍କ ଶରୀର ଓ ଜୀବନ ସହ ଚାଲିଥିଲା ଖେଳ

ମହିଳାଙ୍କ ଅଭିଯୋଗ ଅନୁସାରେ, ସମ୍ବଲପୁର (Sambalpur) ଦଲାଇପଡା ଅଂଚଳ ଗାଜିରାଜା ଖାନ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ଏହି ମାମଲା ଥାନକୁ ଗଲା। ପରେ ଉଭୟଙ୍କ ଧର୍ମ ଅଲଗା ହୋଇଥିଲେ ମଧ୍ୟ ସହମତି ଓ ଆପସ ବୁଝାମଣାରେ ସେମାନଙ୍କ ବିବାହ ହୋଇଥିଲା। 

Mar 21, 2021, 05:04 PM IST
VIMSAR ସୁରକ୍ଷା ଦାୟିତ୍ବରେ ଥିବା ଠିକା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ

VIMSAR ସୁରକ୍ଷା ଦାୟିତ୍ବରେ ଥିବା ଠିକା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ

ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାଏ ବୁର୍ଲା ଭୀମସାର। ଏଥର କିନ୍ତୁ ଏଠାରେ ଦାୟିତ୍ବରେ ଥିବା ସିକ୍ଯୁରିଟି ସଂସ୍ଥା ଏକଜୁକୁଟିଭଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଭୀମସାରରେ ସିକ୍ଯୁରିଟି ଗାର୍ଡ ସୁପରଭାଇଜର ପଦବୀ ପାଇଁ ପଇସା କାରବାର ଅଭିଯୋଗ।

Mar 19, 2021, 12:48 PM IST
ଦୋକାନୀଙ୍କ ଆନ୍ଦୋଳନ ପରେ ସମଲେଶ୍ୱରୀ ମନ୍ଦିର ମୁଖ୍ୟ ଫାଟକ ଖୋଲିଲା

ଦୋକାନୀଙ୍କ ଆନ୍ଦୋଳନ ପରେ ସମଲେଶ୍ୱରୀ ମନ୍ଦିର ମୁଖ୍ୟ ଫାଟକ ଖୋଲିଲା

ସୋମବାର ପୁଣି ଥରେ ସମଲେଶ୍ବରୀ ମନ୍ଦିରର ପୂଜକଙ୍କ ସହ ଦୋକାନୀମାନେ ମନ୍ଦିର ବାହାରେ ରାସ୍ତାରୋକ କରିବା ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କ କୁଷ ପୁତ୍ତଳିକା ଦାହ (effigies burn) କରି ପ୍ରତିବାଦ କରିଥିଲେ।

Mar 15, 2021, 09:15 PM IST
ଦୀର୍ଘାୟୁ ପ୍ରିଜ୍; ୬୦ ବର୍ଷ ମଧ୍ୟରେ ହୋଇନି ଅସୁସ୍ଥ

ଦୀର୍ଘାୟୁ ପ୍ରିଜ୍; ୬୦ ବର୍ଷ ମଧ୍ୟରେ ହୋଇନି ଅସୁସ୍ଥ

ଫ୍ରିଜଟିର ନାଁ ହେଉଛି 'ଏଣ୍ଟିକ ଫ୍ରିଜ୍'। ଦୀର୍ଘ ୬୦ ବର୍ଷ ହେଲା ସମ୍ବଲପୁରର ଜଣାଶୁଣା ଔଷଧ ଦୋକାନ କଲ୍ୟାଣ ଫାର୍ମାରେ ନିଃସ୍ୱାର୍ଥପର ଭାବରେ 'ଏଣ୍ଟିକ ଫ୍ରିଜ୍' ସେବା ଯୋଗାଇ ଆସୁଛି।

Mar 14, 2021, 04:48 PM IST
ଭୀମସାରରେ ରେଗିଙ୍ଗ୍ !

ଭୀମସାରରେ ରେଗିଙ୍ଗ୍ !

ବଦାନାମ ହୋଇଛି ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁର୍ଲା VIMSAR।   

Mar 12, 2021, 08:33 PM IST
କଟକରେ ବିରଳ କାର; ଦିନେ ଚଲାଉଥିଲେ ଇଂଲଣ୍ଡ ରାଜ ପରିବାର

କଟକରେ ବିରଳ କାର; ଦିନେ ଚଲାଉଥିଲେ ଇଂଲଣ୍ଡ ରାଜ ପରିବାର

କଟକ: ବର୍ଷେ କି ଦୁଇ ବର୍ଷ ପୁରୁଣା ନୁହେଁ ଦୀର୍ଘ ଶହେ ବର୍ଷର ପୁରୁଣା କାରକୁ ସାଇତି ରଖିଛନ୍ତି କଟକର ଆଲୋକ ମହାନ୍ତି। ଏହି ଶହେ ବର୍ଷର ପୁରୁଣା କାରଟି ହେଉଛି ‘ବେବି ଅଷ୍ଟିନ’। ଏହି କାର ଇଂଲଣ୍ଡରେ ନିର୍ମିତ ହୋଇଥିବା ବେଳେ ଭାରତରେ ଏହାର କେବଳ ୫ଟି ମଡେଲ ରହିଛି। ସେ ମଧ୍ୟରୁ ଗୋଟିଏ ‘ବେବି ଅଷ୍ଟିନ’ କାର କଟକରେ ଆଲୋକଙ୍କ ପାଖରେ ରହିଛି ।

Mar 10, 2021, 09:47 PM IST
କୋରୋନାର ପଜିଟିଭ୍-ନେଗେଟିଭ୍ ଖେଳ; କାହାକୁ ବଞ୍ଚାଉଛନ୍ତି ସରକାର?

କୋରୋନାର ପଜିଟିଭ୍-ନେଗେଟିଭ୍ ଖେଳ; କାହାକୁ ବଞ୍ଚାଉଛନ୍ତି ସରକାର?

KIT ଯୋଗାଣକାରୀ ଓସ୍କାର କମ୍ପାନୀ ସ୍ପଷ୍ଟୀକରଣ ରଖିବା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ (Odisha Health Minister) ଅନ୍ୟଙ୍କ ଉପରେ ଦୋଷ ଠେଲିଲେ। ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି, ହେଲେ ଏଠି ପ୍ରଶ୍ନ ଉଠୁଛି ମିଛ କହି ସାବାସି ନେବାର ଅପଚେଷ୍ଟା କରୁଛି କିଏ?

Mar 9, 2021, 07:44 PM IST
ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!

ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!

ଦିର୍ଘ ୯ ମାସ ପରେ ସମଲେଶ୍ଵରୀ ମନ୍ଦିର ଖୋଲିଲା। ହେଲେ ଜିଲ୍ଲା ପ୍ରଶାସନ ଏବଂ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରର ଦୋକାନ ଖୋଲିବା ପାଇ ଅନୁମତି ଦେଲେ ନାହିଁ।

Mar 3, 2021, 08:41 PM IST
 ସାତକୋଶିଆ Eco Retreatରେ ଲାଗିଲା ନିଆଁ

ସାତକୋଶିଆ Eco Retreatରେ ଲାଗିଲା ନିଆଁ

ସକାଳ ପ୍ରାୟ ୫ଟା ବେଳେ ସାତକୋଶିଆ (Satkosia)ଇକୋ ରିଟେଟର ଟେଣ୍ଟରେ ନିଆଁ ଲାଗିଛି। ଏଥିରେ ୩ଟି କଟେଜ (Cottage) ପୋଡିଯାଇଛି।

Feb 28, 2021, 11:40 AM IST
ବୁର୍ଲା ହାଟରେ ମାଡିଗଲା ଅନିୟନ୍ତ୍ରିତ କାର, ତାପରେ...

ବୁର୍ଲା ହାଟରେ ମାଡିଗଲା ଅନିୟନ୍ତ୍ରିତ କାର, ତାପରେ...

ବୁର୍ଲା (Burla) ରେ ରବିବାର ହାଟ (Sunday Market) ବସିଥିବା ବେଳେ ହଠାତ ଏକ କାର ଜନଗହଳି ଭିତରକୁ ମାଡ଼ିଆସିଥିଲା। ରାସ୍ତା କଡରେ ବସିଥିବା ଏକାଧିକ ତେଜରାତି ଦୋକାନ (General store) ଉପରକୁ କାରଟି ଚଢିଯାଇଥିଲା।

Feb 8, 2021, 01:45 PM IST
 ସଫେଇ କର୍ମଚାରୀଙ୍କ ପାଇଁ ସମର୍ପିତ ସମ୍ବଲପୁର ମହାନଗର ନିଗମ

ସଫେଇ କର୍ମଚାରୀଙ୍କ ପାଇଁ ସମର୍ପିତ ସମ୍ବଲପୁର ମହାନଗର ନିଗମ

ସଫେଇ କର୍ମଚାରୀ (Sanitation Workers) ! ଅକୃତଜ୍ଞତା ଯାହାର ପାରିଶ୍ରମିକ। ସକାଳ ହେଲେ ଏମାନେ ସହରର ସବୁ ରାସ୍ତା ଓ ଗଳିରେ ଦେଖିବାକୁ ମିଳନ୍ତି। କିଏ ଝାଡୁ (Sweeping) ମାରୁଥାଏ ତ କିଏ ଡ୍ରେନ ସଫା କରୁଥାଏ।

Feb 5, 2021, 12:58 PM IST
ହିଣ୍ଡାଲକୋରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ହିଣ୍ଡାଲକୋରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ହିଣ୍ଡାଲକୋ କାରଖାନା (Hindalco) ପରିସରରେ ଠିଆ ହୋଇଥିବା ଏକ ଟ୍ରକରେ ହଠାତ ନିଆଁ (Truck Burn) ଲାଗିଯାଇଥିଲା।

Feb 1, 2021, 11:19 AM IST
ସମଲେଶ୍ବରୀ ମନ୍ଦିରରୁ ଆରମ୍ଭ ହେଲା OTDC ଟୁରିଷ୍ଟ ବସ ସେବା

ସମଲେଶ୍ବରୀ ମନ୍ଦିରରୁ ଆରମ୍ଭ ହେଲା OTDC ଟୁରିଷ୍ଟ ବସ ସେବା

 ପ୍ରତି ରବିବାର ଦିନ ଏହି ବସରେ ସମଲେଶ୍ବରୀ ମନ୍ଦିର, ହୀରାକୁଦ, ଘଣ୍ଟେଶ୍ୱରୀ,ବକ୍ର ମନ୍ଦିର ହୁମା ଓ ଡେବରିଗଡ଼ ବୁଲି ପାରିବେ ପର୍ଯ୍ୟଟକ।           

Jan 31, 2021, 11:26 PM IST