• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ
 ଓଡି଼ଶାରେ ପ୍ରଥମ; ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଇଲେ ସବ୍ୟସାଚୀ

ଓଡି଼ଶାରେ ପ୍ରଥମ; ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଇଲେ ସବ୍ୟସାଚୀ

ମାତ୍ର ୧୪ ମାସର ପୁଅ ସାଇ ସତ୍ୟଜିତକୁ ହୋଇଥିଲା ଏକ ବିରଳ ମସ୍ତିଷ୍କ ରୋଗ। ତେବେ ପାଖରେ କଉଡିଟିଏ ନଥିବା ପ୍ରକାଶ ଶେଷରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ ଲୋଡିଥିଲେ। ଆଉ ସବ୍ୟସାଚୀ ଦେବଦୂତ ଭଳି ତାଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇ ଥିଲେ।

Jan 30, 2021, 11:41 PM IST
ରାସ୍ତାକଡରେ ଗଞ୍ଜେଇ, ଗୋଟାଇବାରେ ବ୍ଯସ୍ତ ପଥଚାରୀ

ରାସ୍ତାକଡରେ ଗଞ୍ଜେଇ, ଗୋଟାଇବାରେ ବ୍ଯସ୍ତ ପଥଚାରୀ

ଝାଙ୍କରପାଲି (Jhankarpalli) ରୁ ହାଲିପାଲି ମଧ୍ଯରେ ଯାଇଥିବା ରାସ୍ତାକଡରେ ଲୋକଙ୍କ ଗହଳି ଲାଗିଥିଲା। ସେମାନେ ଭୂଇଁରୁ କିଛି ଗୋଟିଏ ବାହାର କରି ବ୍ୟାଗରେ ଭର୍ତ୍ତି କରୁଥିଲେ। ପାଖକୁ ଯାଇ ଦେଖିଲା ବେଳକୁ ତାହା ଗଞ୍ଜେଇ (Ganja) ଥିଲା।

Jan 29, 2021, 08:42 PM IST
ଭିକ୍ଷୁକଙ୍କ ଦାନରେ ନିର୍ମାଣ ହେବ ରାମ ମନ୍ଦିର

ଭିକ୍ଷୁକଙ୍କ ଦାନରେ ନିର୍ମାଣ ହେବ ରାମ ମନ୍ଦିର

ଶହ ଶହ ରାମ ଭକ୍ତ, ଶ୍ରଦ୍ଧାଳୁ ସାମିଲ ହୋଇ ଲକ୍ଷ ଲକ୍ଷ ଟଙ୍କା ଦାନ କରିଛନ୍ତି। ତେବେ ଏହି ନିଧି ସଂଗ୍ରହ ଅଭିଯାନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁମାନେ ନିଜେ ଓଳିଏ ଖାଇଲେ ଓଳିଏ ଭୋକ ଉପାସରେ ରହୁଛନ୍ତି, ସେମାନ ମଧ୍ୟ ନିଜ ପେଟ କାଟି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଅଂଶ ପାଲଟିଛନ୍ତି।

Jan 25, 2021, 05:32 PM IST
IPL 2021ରେ ଚମକିବେ ଓଡ଼ିଆ ଷ୍ଟାର୍

IPL 2021ରେ ଚମକିବେ ଓଡ଼ିଆ ଷ୍ଟାର୍

ଚଳିତ ବର୍ଷ ହେବାକୁ ଥିବା IPLର ୧୪ତମ ସଂସ୍କରଣ ଓଡିଆ କ୍ରିକେଟ ତାରକା ଚମକିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ IPLର ନିଲାମି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ OCA ସୁପାରିସ କରିଛି।

Jan 22, 2021, 05:16 PM IST
ସମ୍ବଲପୁରରେ ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ବିଶ୍ୱବିଦ୍ୟାଳୟ

ସମ୍ବଲପୁରରେ ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ବିଶ୍ୱବିଦ୍ୟାଳୟ

ପାୱାର କଟ ହେଉଥିବା କାରଣରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ପାଠପଢା ବା ଅଫିସ କାର୍ଯ୍ୟରେ ଅନେକ ପ୍ରଭାବ ପଡୁଛି। କିନ୍ତୁ  ସୌରଶକ୍ତି ବା ସୋଲାର ଏନର୍ଜୀ ପ୍ରତିଷ୍ଠା ହେବା ପରଠାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନେକ କାର୍ଯ୍ୟ ସୁରୁଖୁରୁରେ ହେବା ସହ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ  ସହାୟକ ହେଉଛି। 

Jan 18, 2021, 10:58 PM IST
ରବିବାରିଆ ପାଠପଢ଼ାକୁ ନେଇ ଏବେ ଅଡୁଆ, ଜଣଙ୍କ ପାଇଁ ଦୁଇଟି ନିୟମ

ରବିବାରିଆ ପାଠପଢ଼ାକୁ ନେଇ ଏବେ ଅଡୁଆ, ଜଣଙ୍କ ପାଇଁ ଦୁଇଟି ନିୟମ

ଦୁଇ ଆଡୁ ପେଶି ହେଉଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା । କାହା ନିୟମ ମାନିବେ ଗଣଶିକ୍ଷା ବିଭାଗ ନା ଉଚ୍ଚଶିକ୍ଷା ବିଭାଗ, ତାକୁ ନେଇ ଅଡୁଆ ପରିସ୍ଥିତି । 

Jan 18, 2021, 08:02 PM IST
ଦୁର୍ଘଟଣା କମାଇବାକୁ ଲାଗିବ ସିସିଟିଭି; ବର୍ତ୍ତିପାରିବେନି ଅମାନିଆ...

ଦୁର୍ଘଟଣା କମାଇବାକୁ ଲାଗିବ ସିସିଟିଭି; ବର୍ତ୍ତିପାରିବେନି ଅମାନିଆ...

ଏଥିର ସପ୍ତାହକ ପାଇଁ ନୁହେଁ ମାସକ ଧରି ଚାଲିବ ସଡ଼କ ସୁରକ୍ଷା ଅଭିଯାନ । ଲୋକଙ୍କୁ ସଚେତନ କରି କିଭଳି ସେମାନଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ ।

Jan 18, 2021, 06:10 PM IST
ଆଜି ବି କୁହୁଡି ଚାଦର: କାଲିଠୁ ବଢିବ, ୨୧ରୁ ଖସିବ ପାରଦ

ଆଜି ବି କୁହୁଡି ଚାଦର: କାଲିଠୁ ବଢିବ, ୨୧ରୁ ଖସିବ ପାରଦ

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୫ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏହାସହ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ ।

Jan 17, 2021, 05:46 PM IST
କୋରୋନା ଟିକାକରଣ; ଉତ୍ସାହିତ ଜନତା, ଅସନ୍ତୁଷ୍ଟ ସ୍ୱାସ୍ଥ୍ୟକର୍ମୀ

କୋରୋନା ଟିକାକରଣ; ଉତ୍ସାହିତ ଜନତା, ଅସନ୍ତୁଷ୍ଟ ସ୍ୱାସ୍ଥ୍ୟକର୍ମୀ

ପ୍ରଧାନମନ୍ତ୍ରୀ (PM Modi) ଆନୁଷ୍ଠାନିକ ଭାବେ ଦେଶରେ ଟିକାକରଣ କାଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ପରେ ସମ୍ବଲପୁର (Sambalpur) ଠାରେ ଜିଲ୍ଲା ସ୍ତରୀୟ କୋରୋନା ଟିକା (Corona vaccination) ପ୍ରଦାନ କରାଯାଇଥିଲା। କିନ୍ତୁ କିଛି ସ୍ୱାସ୍ଥ୍ୟକର୍ମୀ ଟିକାଦାନ କେନ୍ଦ୍ରକୁ ଆସି ବିଭିନ୍ନ ପ୍ରକାର ନାରାବାଜି କରିଥିଲେ।

Jan 17, 2021, 01:04 PM IST
ଖାଲି ଭେଜାଲ ହିଁ ଭେଜାଲ; ସମ୍ବଲପୁରରେ ଏବେ ନକଲି ସର୍ଫ ଗୋଦାମ ଠାବ

ଖାଲି ଭେଜାଲ ହିଁ ଭେଜାଲ; ସମ୍ବଲପୁରରେ ଏବେ ନକଲି ସର୍ଫ ଗୋଦାମ ଠାବ

କିଛି କିଛି ଦିନର ବ୍ୟବଧାନରେ କଟକ, ଖୋର୍ଦ୍ଧା, ଭୁବନେଶ୍ବର ହେଉ କି ଭଦ୍ରକରେ ନକଲି ସାମଗ୍ରୀର କାରଖାନା ଠାବ କରାଯାଇଛି । ଏହି କ୍ରମରେ ଏବେ ସାମିଲ ହେଲାଣି ସମ୍ବଲପୁର।

Jan 17, 2021, 09:34 AM IST
ରାତିପାହିଲେ ଟିକାକରଣ; ଜାଣନ୍ତୁ କିଏ ନେବେ ଓ କିଏ ନେବେନି ଟିକା...

ରାତିପାହିଲେ ଟିକାକରଣ; ଜାଣନ୍ତୁ କିଏ ନେବେ ଓ କିଏ ନେବେନି ଟିକା...

ଭୁବନେଶ୍ୱରରେ ପୂର୍ବରୁ ୫ ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲ କୁ ମିଶାଇ ଟିକା କେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ପାଇଛି । ରାଜଧାନୀରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । 

Jan 15, 2021, 10:05 PM IST
ରାଜ୍ୟକୁ ପୁଣି ଫେରିଲାଣି ଥଣ୍ଡା; ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟକୁ ପୁଣି ଫେରିଲାଣି ଥଣ୍ଡା; ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟକୁ ପୁଣି ଫେରିଛି ଥଣ୍ଡା । ଉପକୂଳ ଓଡିଶା, କୋରାପୁଟ, ମାଲକାନଗିରି, କନ୍ଧମାଳ, ଓ ମୟୂରଭଞ୍ଜ ଜିଲ୍ଲାରେ ହାଲକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି । 

Jan 15, 2021, 09:38 PM IST
' ରାଜ୍ୟ କଂଗ୍ରେସ ସୁପ୍ରିମକୋର୍ଟ ଏବଂ ସମ୍ବିଧାନକୁ ଅବମାନନା କରିଛି'

' ରାଜ୍ୟ କଂଗ୍ରେସ ସୁପ୍ରିମକୋର୍ଟ ଏବଂ ସମ୍ବିଧାନକୁ ଅବମାନନା କରିଛି'

ତୁରନ୍ତ କେନ୍ଦ୍ରର ବିଜେପି ସରକାର ତିନୋଟି କୃଷି ଆଇନକୁ ପ୍ରତ୍ଯାହାର କରିବାକୁ ଦାବି କରିଛି କଂଗ୍ରେସ । ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି । 

Jan 15, 2021, 07:05 PM IST
ପୁଣି ସକ୍ରିୟ ହେଲା ସିବିଆଇ, ଗିରଫ ହେଲେ ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା

ପୁଣି ସକ୍ରିୟ ହେଲା ସିବିଆଇ, ଗିରଫ ହେଲେ ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା

ଗିରଫ ହୋଇଥିବା ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁ ଜେଲରେ ଥିବା ବେଳେ କିଭଳି ତାଙ୍କ ବ୍ୟବସାୟକୁ ଶୁଭ୍ରା ସୁରୁଖୁରୁରେ ଚଲାଉଥିଲେ ସେନେଇ ଅନେକ ଥର ଶୁଭ୍ରାଙ୍କୁ ଜେରା କରିଥିଲା ସିବିଆଇ।

Jan 15, 2021, 06:15 PM IST
 'ନବୀନ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳନ୍ତୁ'

'ନବୀନ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳନ୍ତୁ'

ଘରୋଇ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି ପ୍ରଦେଶ ଛାତ୍ର କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ହୋଇଛି ।

Jan 14, 2021, 11:42 PM IST
'ଦୁଷ୍କର୍ମ ଅଭିଯୋଗ ମନଗଢା କାହାଣୀ'

'ଦୁଷ୍କର୍ମ ଅଭିଯୋଗ ମନଗଢା କାହାଣୀ'

ବିଶ୍ୱବିଦ୍ୟାଳୟର କିଛି ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା (Sextual Harassments)ଓ ଅସଦାଚରଣ କରୁଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ପ୍ରଥମେ ପୋଲିସ ଏହି ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭୂବନେଶ୍ୱରରୁ ଆସିଥିବା ଉଚ୍ଚସ୍ତରୀୟ କମିଟି ସହ ମିସି ମାମଲାର ତଦନ୍ତ କରିଥିଲା।

Jan 12, 2021, 12:21 PM IST
ନିଷ୍ପ୍ରଭାବ 5T! ଦିନ ସାଢେ ଏଗାରଟା ଯାଏଁ ବାବୁଙ୍କ ଦେଖାନାହିଁ

ନିଷ୍ପ୍ରଭାବ 5T! ଦିନ ସାଢେ ଏଗାରଟା ଯାଏଁ ବାବୁଙ୍କ ଦେଖାନାହିଁ

ସୋମବାର ଅର୍ଥାତ ସପ୍ତାହର ପ୍ରଥମ କାର୍ଯ୍ୟଦିବସରେ ତଦସିଲଦାର (Tahasildar) ଓ ଅତିରିକ୍ତ ତହସିଲଦାର ସରୋଜା ବେହେରାଙ୍କ ଅଫିସ ଫାଙ୍କା ପଡିଥିଲା। ଦିନ ପ୍ରାୟ ୧୧ଟା ୪୦ ପର୍ଯ୍ୟନ୍ତ ସେମାନେ ଅଫିସକୁ ଆସିନଥିବା ଅଭିଯୋଗ ହୋଇଛି।

Jan 11, 2021, 07:36 PM IST
ଯୁବପିଢି ପାଇଁ ସୁବର୍ଣ୍ଣ ସୁଯୋଗ; ତିନି ଦିନରେ ଶିଖିବେ ଫିଲ୍ମ ତିଆରି ଓ ଏଡିଟିଙ୍ଗ୍ କଳା

ଯୁବପିଢି ପାଇଁ ସୁବର୍ଣ୍ଣ ସୁଯୋଗ; ତିନି ଦିନରେ ଶିଖିବେ ଫିଲ୍ମ ତିଆରି ଓ ଏଡିଟିଙ୍ଗ୍ କଳା

ତିନି ଦିନ ଭିତରେ ସିନେମାର ସମସ୍ତ ଦିଗକୁ ଛୁଇଁ ହେବ ନାହିଁ। ତଥାପି ଜଣେ ଇଛୁକଙ୍କୁ ବେସିକ ଟ୍ରେନିଂ (Basic Training) ଦିଆଯିବ। ଯାହା ଦ୍ୱାରା ଜଣେ ମୌଳିକ ଜ୍ଞାନ ଆହରଣ କରିପାରିବେ ବୋଲି ଶ୍ରୀହର୍ଷ ପୁରୋହିତ (Sriharsh Purahit) କହିଛନ୍ତି।

Jan 6, 2021, 09:00 PM IST
ବଢିଲା ପ୍ରଦୀପଙ୍କ ଅଡୁଆ; ଥାନାରେ ଆଉ ୨ ଏତଲା

ବଢିଲା ପ୍ରଦୀପଙ୍କ ଅଡୁଆ; ଥାନାରେ ଆଉ ୨ ଏତଲା

ଗୋଳନ୍ଥରା ଥାନାରେ ଆଉ ଦୁଇଟି ଅଭିଯୋଗ ପହଞ୍ଚିଛି। ଗୋଳନ୍ଥରା ଓ ଚିକରଡା ଗ୍ରାମର ଦୁଇ ଜଣ ବ୍ୟକ୍ତି ଠକେଇର ଶିକାର ହୋଇଥିବା ନେଇ ଏହି ଏତଲା ଦେଇଛନ୍ତି।

Jan 6, 2021, 06:30 PM IST
ସମ୍ବଲପୁର IIM ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୋଦି-ନବୀନ ଭେଟ

ସମ୍ବଲପୁର IIM ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୋଦି-ନବୀନ ଭେଟ

ପ୍ରାୟ ୨୦୦ ଏକର ପରିମିତ ଜମିରେ ନୂତନ IIM ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୪୦୧ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ୨୦୨୨ ଏପ୍ରିଲ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Dec 31, 2020, 08:23 PM IST