• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ
ସାବଧାନ! ଓଡିଶା ବଜାରରେ ବିଷ ପନିର

ସାବଧାନ! ଓଡିଶା ବଜାରରେ ବିଷ ପନିର

ସିନ୍ଥେଟିକ ପନିରକୁ ହାତରେ ଧରୁ ଧରୁ ଗୁଣ୍ଡ ହେଇଯାଉଛି। ଏହାକୁ କୌଣସି ଗାଈ କ୍ଷୀର ନୁହେଁ ବରଂ ଡିଟରଜେଣ୍ଟ, ଖରାପ କ୍ଷୀର, ୟୁରିଆ, ସଲଫ୍ୟୁରିକ ଏସିଡ, ପାମୋଲିନ ତେଲ, ଗ୍ଲେସରିନ, ମଇଦା ଭଳି କେମିକାଲରେ ପ୍ରସ୍ତୁତ କରାଯାଉଛି।

Dec 30, 2020, 11:19 PM IST
ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍

ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍

ପୁଣି ଥରେ ହୀରାକୁଦ ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଛନ୍ତି ପର୍ଯ୍ୟଟକ। ସେମାନେ OHPC କାର୍ଯ୍ୟାଳୟ ଭଳି ସମ୍ବେଦନଶୀଳ କୋଠାର ଛାତ ଉପରେ ଚଢି ଫଟୋ (photo session) ଉଠାଉଛନ୍ତି।

Dec 29, 2020, 05:21 PM IST
ପୁଣି ଷ୍ଟୁଡିଓରେ ସୁର ଭାଇନା, ନୂଆବର୍ଷରେ ଆସୁଛି ନୂଆ ଗୀତ

ପୁଣି ଷ୍ଟୁଡିଓରେ ସୁର ଭାଇନା, ନୂଆବର୍ଷରେ ଆସୁଛି ନୂଆ ଗୀତ

ପୁଣି ଥରେ ବିଧାୟକ ସୁର ରାଉତରାୟ (Sura Rautray) ଷ୍ଟୁଡିଓରେ ଗୀତ ରେକଡିଂ କରିଛନ୍ତି।  ନିଜ ବିନଦାସ ଅନ୍ଦାଜରେ ଗୀତରେ ସ୍ୱର ଦେଇଛନ୍ତି। ତାଙ୍କର ପୂର୍ବ ଆଲବମ ଗୀତ (Album Song)  ରଙ୍ଗବତୀ ଭଳି ଏହି ନୂତନ ଗୀତରେ ମଧ୍ୟ ସୁର ରାପ୍‌ (Rap) କରିଛନ୍ତି। 

Dec 26, 2020, 09:22 PM IST
ରାସ୍ତାକଡ଼ରେ ଚା' ପିଇଲେ, କର୍ମୀଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ରାସ୍ତାକଡ଼ରେ ଚା' ପିଇଲେ, କର୍ମୀଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ଏରସମାର ଜପା ଅଞ୍ଚଳରୁ ଫେରୁଥିବା ବେଳେ ଫୁଲନଖରା ଛକରେ ଥିବା ଲକ୍ଷେଶ୍ୱର ଚା’ ଦୋକାନ (Tea Stall) ରେ ଚା’ ପିଇଲି। ଏହି ଅବସରରେ ବିଜେପି (BJP) ର କାର୍ଯ୍ୟକର୍ତ୍ତାମାନଙ୍କୁ ସାକ୍ଷାତ୍ କରି ଖୁସି ଲାଗିଲା।

Dec 26, 2020, 05:39 PM IST
Anubhav-Varsha case: କେନ୍ଦ୍ରାପଡା ସାଂସଦଙ୍କ ନାଁରେ ମାମଲା ରୁଜୁ, ଜାଣନ୍ତୁ ଲାଗିଛି କେଉଁ କେଉଁ ଦଫା

Anubhav-Varsha case: କେନ୍ଦ୍ରାପଡା ସାଂସଦଙ୍କ ନାଁରେ ମାମଲା ରୁଜୁ, ଜାଣନ୍ତୁ ଲାଗିଛି କେଉଁ କେଉଁ ଦଫା

ଭିଡିଓ ପାଇଁ ତାଙ୍କ ସମ୍ମାନରେ ଆଞ୍ଚ ଆସିଥିବା ନେଇ ବର୍ଷା  (Varsha Priyadarshini) ଅଭିଯୋଗ କରିଥିଲେ। ଏପରି କି ଏହି ଭିଡିଓ ଯୋଜନାବଦ୍ଧ ଭାବେ ସୁଟିଂ କରି ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ସେ ସନ୍ଦେହ କରୁଛନ୍ତି।

Dec 20, 2020, 02:45 PM IST
ରୋଷେଇ ଘରେ ବିଷ! ସୋୟା ବଡିରେ ବି ଅପମିଶ୍ରଣ

ରୋଷେଇ ଘରେ ବିଷ! ସୋୟା ବଡିରେ ବି ଅପମିଶ୍ରଣ

ଅପମିଶ୍ରଣରେ ଲାଗୁନି ବ୍ରେକ। ସୋୟା ବଡିକୁ ବି କେମିକାଲ ଓ ପୋକଡା ଚାଉଳରେ ପ୍ରସ୍ତୁତ କରାଯାଉଛି।

Dec 20, 2020, 01:01 PM IST
ଭକ୍ଷକ ଶୀକାର ପାଇଁ ରକ୍ଷକ ଯାଚିଲେ ୫ ଲକ୍ଷ !

ଭକ୍ଷକ ଶୀକାର ପାଇଁ ରକ୍ଷକ ଯାଚିଲେ ୫ ଲକ୍ଷ !

ନୟାଗଡ ପରୀ ହତ୍ୟାକାଣ୍ଡ (Nayagarh Pari Murder Case) ମାମଲାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । 

Dec 17, 2020, 02:01 PM IST
ବିଦ୍ୟାଶ୍ରୀଙ୍କ ଲାଇଭ୍ ଆତ୍ମହତ୍ୟା ଉଦ୍ୟମ, ICUରେ ଭର୍ତ୍ତି

ବିଦ୍ୟାଶ୍ରୀଙ୍କ ଲାଇଭ୍ ଆତ୍ମହତ୍ୟା ଉଦ୍ୟମ, ICUରେ ଭର୍ତ୍ତି

ଲୋକଙ୍କ ସମାଲୋଚନାରେ ଅତିଷ୍ଟ ହୋଇ ବିଦ୍ୟା ଆତ୍ମହତ୍ୟା କରୁଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Dec 16, 2020, 10:55 PM IST
OLXରେ ସରକାରୀ ଜମି, ଗୁଣ୍ଠକୁ ଲକ୍ଷେ ଟଙ୍କା

OLXରେ ସରକାରୀ ଜମି, ଗୁଣ୍ଠକୁ ଲକ୍ଷେ ଟଙ୍କା

OLX ବିଜ୍ଞାପନରେ ଗୁଣ୍ଠକୁ ଲକ୍ଷେ ଦଶ ହଜାର ଟଙ୍କା ଓ ବର୍ଗ ଫୁଟକୁ ହଜାରେ ଟଙ୍କାରେ ମିଳୁଥିବା କୁହାଯାଇଛି। ତେବେ ଏଭିଳି ଶସ୍ତା ଜମି...

Dec 13, 2020, 09:07 PM IST
ପାଠକ ପରେ ପ୍ରଦୀପଙ୍କ ସମ୍ପତ୍ତି ତଦନ୍ତ କରିବ ଇଡି

ପାଠକ ପରେ ପ୍ରଦୀପଙ୍କ ସମ୍ପତ୍ତି ତଦନ୍ତ କରିବ ଇଡି

 ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଗିରଫ ହୋଇଥିବା ବିଧାୟକଙ୍କ ମାମଲାର ତଦନ୍ତ କରିବ ପ୍ରବର୍ତନ ନିର୍ଦେଶାଳୟ (Enforcement Directorate) ।

Dec 4, 2020, 06:48 PM IST
ତଦନ୍ତ ସରିନି, ଫେରିଲା ଚନ୍ଦ୍ର-ସୂର୍ଯ୍ୟ

ତଦନ୍ତ ସରିନି, ଫେରିଲା ଚନ୍ଦ୍ର-ସୂର୍ଯ୍ୟ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶର (Nagarjuna Besa) ଏକାଧିକ ଅଂଶ ଗାଏବ ହୋଇଯାଇଛି। ପ୍ରଥମେ ଚନ୍ଦ୍ରସୂର୍ଯ୍ଯ (Sun-Moon) ଗାଏବ ହେବା ଘଟଣା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ବିଧାନସଭାରେ ମଧ୍ୟ ଚର୍ଚ୍ଚାର ଖୋରାକ ପାଲଟିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଘଟଣାର ଏକ ସପ୍ତାହ ପରେ ଅର୍ଥାତ ଆଜି ଶ୍ରୀମନ୍ଦିର (Sri

Dec 4, 2020, 05:56 PM IST
ପାଠ ପଢାଇଦେଲେ ପାଠକ, ବୁଝି ପାରିଲେନି ସରକାର !

ପାଠ ପଢାଇଦେଲେ ପାଠକ, ବୁଝି ପାରିଲେନି ସରକାର !

ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ରସଙ୍ଗ ବେଶ ଚର୍ଚ୍ଚାରେ ରହିଛି । ଗୋଟିଏ ପରୀ (Pari Death Case) ପ୍ରସଙ୍ଗ ଓ ଅନ୍ୟଟି କୁବେର ପ୍ରଶାସକ ଅଭୟକାନ୍ତ ପାଠକ (Abhayakanta Pathak)। ଯଦିଓ ପରୀ ପ୍ରସଙ୍ଗରେ ଚର୍ଚ୍ଚା ଖବରରୁ ଧୀରେଧୀରେ ଦୁରେଇବାରେ ଲାଗିଛି ।

Dec 4, 2020, 04:08 PM IST
ପ୍ରଦୀପଙ୍କୁ ନିରବ କରିଦେଲା ପାୱାର କରିଡର!

ପ୍ରଦୀପଙ୍କୁ ନିରବ କରିଦେଲା ପାୱାର କରିଡର!

ନବୀନ ସରକାର (Naveen Govt) ଙ୍କ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉପେର ବି ପ୍ରଦୀପ ପ୍ରଶ୍ନ ଉଠାଇଥିଲେ। ଏପରି କି ସରକାର କେବଳ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶର ଚାଲୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ। 

Dec 3, 2020, 10:13 PM IST
ପ୍ରଦୀପ ଆକାଉଣ୍ଟକୁ ୬ ମାସରେ ଆସିଛି ଅଢେଇ କୋଟି

ପ୍ରଦୀପ ଆକାଉଣ୍ଟକୁ ୬ ମାସରେ ଆସିଛି ଅଢେଇ କୋଟି

ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଆସିଥିବା କୋଟି କୋଟି ଟଙ୍କାକୁ ନେଇ ଏବେ ସସ୍ପେନ୍ସ ବଢିବାରେ ଲାଗିଛି।

Dec 3, 2020, 04:42 PM IST
ରାଜ୍ୟ ରାଜନୀତିରେ ହଇଚଇ: ବିଜେପି ଉପରେ ବର୍ଷିଲା କଂଗ୍ରେସ

ରାଜ୍ୟ ରାଜନୀତିରେ ହଇଚଇ: ବିଜେପି ଉପରେ ବର୍ଷିଲା କଂଗ୍ରେସ

ଏବେ ୯ ହଜାର ପୋଲିସ ପଦବୀ ଖାଲି ପଡ଼ିଛି । ହୋମଗାର୍ଡ଼ଙ୍କୁ ଚାକିରିରୁ ବାହାର କରୁଛନ୍ତି । ତେଣୁ ଆଇନଶୃଙ୍ଖଳା ରକ୍ଷା ହେବ କେମିତି? ଦୀର୍ଘଦିନ ଧରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି । ମୁଖ୍ୟମନ୍ତ୍ରୀଙ୍କ ଗୃହବିଭାଗର ଏକ ଗୁଇନ୍ଦା ବିଭାଗ ଅଛି କିନ୍ତୁ ଗୁଇନ୍ଦା ବିଭାଗ କିଭଳି ସଠିକ ତଥ୍ୟ ପ୍ରଦାନ କରୁନାହିଁ ଏବଂ କାହିଁକି କରିପାରୁ ନାହିଁ ଯାହାଫଳରେ କି ଗତ ବିଧାନସଭା ସମୟରେ ଚାରି ଚାରିଟି ଘଟଣାରେ ଲୋକମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟତ ହେଲେ ।

Dec 2, 2020, 09:42 AM IST
ଅଭୟ କହିଲେ, ପୁଅର କୋଟିଏ ଟଙ୍କା ଦରମା...

ଅଭୟ କହିଲେ, ପୁଅର କୋଟିଏ ଟଙ୍କା ଦରମା...

IFS Abhaya Pathak Arrest: କୁବେର ପ୍ରଶାସକ ଅଭୟକାନ୍ତ ପାଠକ (Abhayakanta Pathak) ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ (Akash Pathak) ଆଜି ଭିଜିଲାନ୍ସ ଗିରଫ କରିଛି । ଗିରଫ ପୂର୍ବରୁ ଆଜି ଉଭୟ ଅଭୟକାନ୍ତ (AK Pathak) ଓ ଆକାଶଙ୍କର ସ୍ଥାନୀୟ କ୍ୟାପିଟାଲ ହସପିଟାଲରେ (Captial Hospital) ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି । ତେବେ ଡାକ୍ତରଖାନାକୁ

Nov 27, 2020, 04:23 PM IST
ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଟଳ

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଟଳ

Nayagarh Pari Murder Case: ବିଧାନସଭାରେ (Odisha Assembly) ପରି ଝଡ଼ । ବିରୋଧୀଙ୍କ ହଟଗୋଳ। ଚାଲିପାରିଲାନି ଗୃହ। ଆସନ୍ତା କାଲି ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଆରମ୍ଭରୁ ବିଜେପି (BJP), କଂଗ୍ରେସ (Congress) ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । 

Nov 27, 2020, 10:48 AM IST
ହାଜତ ମୃତ୍ୟୁ ଘଟଣାରେ ଗର୍ଜିଲା ବିଜେପି

ହାଜତ ମୃତ୍ୟୁ ଘଟଣାରେ ଗର୍ଜିଲା ବିଜେପି

ହାଜତ ମୃତ୍ୟୁ (Custodial death) ଘଟଣାରେ ଗର୍ଜିଲା ବିଜେପି (BJP)। ରାଜ୍ୟ ରାଜଧାନୀ (State Capital)ର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଠିକ ତଦନ୍ତ ଓ ନ୍ୟାୟ ପାଇଁ ଦାବି କରିଛି ବିଜେପି (BJP) ଭୁବନେଶ୍ବର (Bhubaneswar) ଜିଲ୍ଲା ସଂଗଠନ । ଆନ୍ଦୋଳନ କରି ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ

Nov 21, 2020, 11:35 AM IST
ସ୍କୁଲ ଖୋଲିଦେଲେ ସମ୍ଭାଳିପାରିଲେନି, ବନ୍ଦ ନିଷ୍ପତ୍ତିରେ ବିରୋଧର ବହ୍ନି

ସ୍କୁଲ ଖୋଲିଦେଲେ ସମ୍ଭାଳିପାରିଲେନି, ବନ୍ଦ ନିଷ୍ପତ୍ତିରେ ବିରୋଧର ବହ୍ନି

ବିଦ୍ୟାଳୟ ମିଶ୍ରଣ (School Merge up) ପର୍ବକୁ ନେଇ ବଢୁଛି ଅସନ୍ତୋଷ । ଆବଶ୍ୟକ ପିଲା ଅଭାବରୁ ସରକାରୀ ବିଦ୍ୟାଳୟ ବନ୍ଦ (Governement School) କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର (State Government) । ଏନେଇ ୨୦୧୮ ମସିହାରୁ ପ୍ରକ୍ରିୟା ଚାଲିଥିବା ବେଳେ ଚଳିତ ବର୍ଷ ଚୂଡାନ୍ତ ରୂପରେଖ ଲାଗି ପଦକ୍ଷେପ ଆରମ୍ଭ ହୋ

Nov 20, 2020, 10:31 AM IST
ମାଉଥ୍‌ ୱାସ ବୋତଲରେ ପୋକ !

ମାଉଥ୍‌ ୱାସ ବୋତଲରେ ପୋକ !

ରୋଗୀ (patient) ଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମେଡିସିନ ଦୋକାନ (Medicine Shop) । ଦୋକାନରେ ବିକ୍ରି ହେଉଛି ପୋକ ଭାସୁଥିବା ମାଉଥ୍‌ ୱାସ୍‌ (MouthWash)। ଏ ପୁଣି ବିକ୍ରି ହେଊଛି ଏସସିବି ମେଡିକାଲ (SCB Medical Shop) କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରରେ । କେବଳ ସେତିକି ନୁହେଁ ମେଡ଼ିସିନ ଷ୍ଟ୍ରିପ (Medicine Strip)

Nov 19, 2020, 10:08 AM IST