• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର
ପ୍ରସ୍ତୁତି ଶେଷ, ମା'ଙ୍କ ଅବତରଣକୁ ଅପେକ୍ଷା

ପ୍ରସ୍ତୁତି ଶେଷ, ମା'ଙ୍କ ଅବତରଣକୁ ଅପେକ୍ଷା

ପୂଜା ପାଇଁ ଶେଷ ପ୍ରସ୍ତୁତି ।  କୋରୋନା କାଳରେ ସମୟ ସହ ତାଳ ଦେଇ ବିଧି ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି ପୂଜା କମିଟି । 

Oct 20, 2020, 06:15 AM IST
କେନ୍ଦ୍ରରେ ଓଡ଼ିଆଙ୍କ ପୁଣି ଦବଦବା, ଶ୍ରେଷ୍ଠ ୧୦ରେ ୩ ଓଡ଼ିଆ ପ୍ରଶାସକ

କେନ୍ଦ୍ରରେ ଓଡ଼ିଆଙ୍କ ପୁଣି ଦବଦବା, ଶ୍ରେଷ୍ଠ ୧୦ରେ ୩ ଓଡ଼ିଆ ପ୍ରଶାସକ

କେନ୍ଦ୍ରରେ ଓଡ଼ିଆଙ୍କ ଦବଦବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେବଳ ଦବଦବା ନୁହେଁ, କ୍ଷମତାଶାଳୀଙ୍କ ମଧ୍ୟରେ ନିଜ ସ୍ଥାନରେ ପକ୍କା କରିବାରେ ମଧ୍ୟ ସଫଳ ହୋଇଛନ୍ତି। ନିକଟରେ ଜାତୀୟ ସ୍ତରର ପ୍ରତିଷ୍ଠିତ ପତ୍ରିକା ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ଦେଶର ପ୍ରମୁଖ କ୍ଷମତାଶାଳୀ ପ୍ରଶାସକଙ୍କ ତାଲିକାରେ ୩ ଓଡ଼ିଆ ସ୍ଥାନ ପାଇଛନ୍ତି। ଯାହା ପ୍ରତିଟି ଓ

Oct 19, 2020, 09:19 AM IST
ନରମିଲା ବିଏମସି, ଅବଧି ପୂର୍ବରୁ ଫିଟିଲା ଅପରାଜିତାଙ୍କ ଅଫିସ

ନରମିଲା ବିଏମସି, ଅବଧି ପୂର୍ବରୁ ଫିଟିଲା ଅପରାଜିତାଙ୍କ ଅଫିସ

ଅବଧି ସରିବା ପୂର୍ବରୁ ଫିଟିଲା ଅପରାଜିତା ସଡଙ୍ଗୀଙ୍କ ଭୁବନେଶ୍ୱରସ୍ଥିତ ଅଫିସ। କୋରୋନା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ୧୫ ଦିନ ପାଇଁ ସିଲ କରିଥିବା ବିଏମସି।

Oct 17, 2020, 01:42 PM IST
ପୁଣି ଥରେ ଅଦିନରେ ଇସ୍କନ ରଥଯାତ୍ରା, ସେବାୟତଙ୍କ ମଧ୍ୟରେ ଅସନ୍ତୋଷ

ପୁଣି ଥରେ ଅଦିନରେ ଇସ୍କନ ରଥଯାତ୍ରା, ସେବାୟତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀମନ୍ଦିର ପରମ୍ପରା ପ୍ରତି ଅବମାନନା ବୋଲି ସେବାୟତ ପ୍ରତିବାଦ କରିଥିବା ବେଳେ ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।

Oct 17, 2020, 11:37 AM IST
ଆସିଲା ଖୁସିଖବର; ୨ ମାସ ପରେ ରାଜ୍ୟରେ ସର୍ବନିମ୍ନ କରୋନା ସଂକ୍ରମଣ

ଆସିଲା ଖୁସିଖବର; ୨ ମାସ ପରେ ରାଜ୍ୟରେ ସର୍ବନିମ୍ନ କରୋନା ସଂକ୍ରମଣ

ରାଜ୍ୟରେ ଲଗାତାର ଖସୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ୨୧୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଜିର ସଂକ୍ରମଣ ସଂଖ୍ୟା ଗତ ୨ ମାସ ମଧ୍ୟରେ ସବୁଠୁ କମ। ଗତ ଅଗଷ୍ଟ ୧୭ ତାରିଖରେ ରାଜ୍ୟରେ ୨୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ତୁଳନାରେ ଆଜି ସର୍ବନିମ୍ନ ୨୧୩୮ ଆକ୍ରାନ୍ତ ବାହାରିଛନ୍ତି। ନୂଆ ଆକ୍ର

Oct 16, 2020, 02:46 PM IST
ମହରଗରୁ ଆସି କାନ୍ତାରରେ ହନ୍ତସନ୍ତ ! ସହାୟତାର ହାତ ବଢାଇଲେ ସବ୍ୟସାଚୀ

ମହରଗରୁ ଆସି କାନ୍ତାରରେ ହନ୍ତସନ୍ତ ! ସହାୟତାର ହାତ ବଢାଇଲେ ସବ୍ୟସାଚୀ

  ସିନେମାରେ ରହି ଯେତିକି ଚର୍ଚ୍ଚିତ ହୋଇ ନଥିଲେ, ଲକଡ଼ାଉନ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇ ସେତିକି ଚର୍ଚ୍ଚାରେ ରହି ଆସୁଛନ୍ତି ଅଭିନେତା ତଥା ସାମାଜିକ କର୍ମୀ ସବ୍ୟସାଚୀ ମିଶ୍ର। ନିକଟରେ ଦୁବାଇରୁ ୧୬ ଓଡ଼ିଆଙ୍କୁ ଫେରାଇ ଆଣିବା ଓ ସେମାନଙ୍କୁ ସୂଦୁର ହାଇଦ୍ରାବାଦରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସହଯୋଗ ପାଇଁ ସହାୟତାର ହାତ ବଢାଇଛନ୍ତି

Oct 15, 2020, 02:35 PM IST
କୋଇଲା ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟଙ୍କୁ ଦଣ୍ଡ ବିଧାନ

କୋଇଲା ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟଙ୍କୁ ଦଣ୍ଡ ବିଧାନ

ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆଜି ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାର ଦୋଷୀଙ୍କୁ ଦିଆଯିବ ଦଣ୍ଡାଦେଶ।

Oct 14, 2020, 07:39 AM IST
ମହାନଦୀ ଜଳବିବାଦ; ୨ ବର୍ଷରେ ୧୬ ଶୁଣାଣି, କେବେ ଚୂଡନ୍ତ ନିଷ୍ପତ୍ତି?

ମହାନଦୀ ଜଳବିବାଦ; ୨ ବର୍ଷରେ ୧୬ ଶୁଣାଣି, କେବେ ଚୂଡନ୍ତ ନିଷ୍ପତ୍ତି?

ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦର ଶୁଣାଣିକୁ ପୁରିଲା ୨ ବର୍ଷ। ଏହି ସମୟ ସୀମାରେ ୧୬ ଥର ମାମଲାର ଶୁଣାଣି ହୋଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲଙ୍କ କୌଣସି ଚୂଡାନ୍ତ ରାୟ ପ୍ରକାଶ ପାଇ ନାହିଁ। ବାରମ୍ବାର ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏହାର ରାୟ ଆସିବାକୁ ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି।

Oct 13, 2020, 10:51 AM IST
ଭୟଙ୍କର ରୂପ ନେଲା ଲଘୁଚାପ, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୟଙ୍କର ରୂପ ନେଲା ଲଘୁଚାପ, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ

ଅଦିନିଆ ବର୍ଷାରେ କଲବଲ ଅଧା ଓଡିଶା। ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି।  

Oct 13, 2020, 10:45 AM IST
ସୁପ୍ରିମକୋର୍ଟରେ ଅନୁଭବ-ବର୍ଷାଙ୍କ ବେଡରୁମ କଳି, ୧୬ରେ ଶୁଣାଣି

ସୁପ୍ରିମକୋର୍ଟରେ ଅନୁଭବ-ବର୍ଷାଙ୍କ ବେଡରୁମ କଳି, ୧୬ରେ ଶୁଣାଣି

କଟକରୁ ଯାଇ ସୁପ୍ରିମକୋର୍ଟ ପହଞ୍ଚିଛି ବଲିଉଡର ଷ୍ଟାର ଦମ୍ପତିଙ୍କ ଘରୋଇ କଳି। ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ପିଟିସନ ଦିଲ୍ଲୀରୁ ଓଡିଶା ସ୍ଥାନାନ୍ତର ପାଇଁ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଆବେଦନ କରିଛନ୍ତି।  

Oct 12, 2020, 11:35 AM IST
ଦେଶରେ ପ୍ରଥମ: ଆଜିଠୁ ରାଜ୍ୟରେ ଏକକ ପିଜି ପରୀକ୍ଷା

ଦେଶରେ ପ୍ରଥମ: ଆଜିଠୁ ରାଜ୍ୟରେ ଏକକ ପିଜି ପରୀକ୍ଷା

ବିଶ୍ୱବିଦ୍ୟାଳୟ ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମ ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା । ରାଜ୍ୟର ୬୮ଟି ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାମଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା ।

Oct 12, 2020, 07:13 AM IST
ପୁରୀ ସୁବର୍ଣ୍ଣ ବେଳାଭୂମିକୁ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ପୁରୀ ସୁବର୍ଣ୍ଣ ବେଳାଭୂମିକୁ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ପୁରୀ ସୁବର୍ଣ୍ଣ ବେଳାଭୂମିକୁ ମିଳିଲା ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା। ଆନ୍ତର୍ଜାତୀୟ ଜୁରୀ ସୁପାରିଶ କରିବା ପରେ ଡେନମାର୍କର ଫି ସଂସ୍ଥା ଦେଲା ମାନ୍ୟତା। ପ୍ରଦୁଷଣ ମୁକ୍ତ ବେଳାଭୂମି ଭାବେ ଭାରତର ପୁରୀ ସୁବର୍ଣ୍ଣ ବେଳାଭୂମି ବେଷ୍ଟ ପ୍ରାକ୍ଟିସ ଆୱାର୍ଡରେ ମଧ୍ୟ ତୃତୀୟ ସ୍ଥାନ ହାସଲ କରିଛି ।

Oct 12, 2020, 07:11 AM IST
ଟଳିଲା ବାତ୍ୟା ଭୟ, ପ୍ରବଳ ବର୍ଷା ସମ୍ଭାବନା

ଟଳିଲା ବାତ୍ୟା ଭୟ, ପ୍ରବଳ ବର୍ଷା ସମ୍ଭାବନା

ଟଳିଲା ବାତ୍ୟା ଭୟ । ବଙ୍ଗୋପସାଗରେ ସୃଷ୍ଟି ହେଉଥିବା ଗୋଟିଏ ପରେ ଗୋଟିଏ ଲଘୁଚାପ, ବାତ୍ୟାର ରୂପ ନେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । 

Oct 10, 2020, 06:18 PM IST
କୋଭିଡ଼ ଗାଇଡଲାଇନ ଉଲ୍ଲଂଘନ ମାମଲା, ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ !

କୋଭିଡ଼ ଗାଇଡଲାଇନ ଉଲ୍ଲଂଘନ ମାମଲା, ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ !

ପ୍ରଦୀପ ମହାରଥୀଙ୍କ ଏହି ଅନ୍ତିମ ଶୋଭାଯାତ୍ରାରେ ଶାସକ ଦଳର ଜଣେ ମନ୍ତ୍ରୀ ଓ କୋରୋନା ପଜିଟିଭି ହୋଇଥିବା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସାମିଲ ହୋଇଥିଲେ। ଯାହାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଚି। 

Oct 10, 2020, 04:05 PM IST
ଉତ୍କଳମଣି ଗୋପବନ୍ଧୁ: ଦୁଃଖିରଙ୍କିଙ୍କର ଥିଲେ ଦରଦୀ ମଣିଷ

ଉତ୍କଳମଣି ଗୋପବନ୍ଧୁ: ଦୁଃଖିରଙ୍କିଙ୍କର ଥିଲେ ଦରଦୀ ମଣିଷ

ଉତ୍କଳର ମଣି ତଥା ସାମ୍ୱାଦିକତା ମଉଡ଼ମଣି ଗୋପବନ୍ଧୁ ଦାସ (୧୮୭୭–୧୯୨୮) ଙ୍କର ଆଜି ହେଉଛି ପବିତ୍ର ଜନ୍ମବାର୍ଷିକି। ଏକାଧାରାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ସମାଜ ସଂସ୍କାରକ, ସାମ୍ୱାଦିକ ଓ ଦୈନିକ ଖବର କାଗଜ 'ସମାଜ' ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା । 

Oct 9, 2020, 05:47 PM IST
ଅବପାତର ରୂପ ନେଲା ଲଘୁଚାପ, ୧୧ରୁ ରାଜ୍ୟରେ ପ୍ରବଳ ବର୍ଷିବା ସମ୍ଭାବନା

ଅବପାତର ରୂପ ନେଲା ଲଘୁଚାପ, ୧୧ରୁ ରାଜ୍ୟରେ ପ୍ରବଳ ବର୍ଷିବା ସମ୍ଭାବନା

ଅବପାତର ରୂପ ନେଲା ଥାଇଲାଣ୍ଡ ଉପକୂଳ ଆଣ୍ଡାମାନ ସାଗରରେ ସୃଷ୍ଟି. ଏହାର ପ୍ରଭାବରେ ୧୧ ତାରିଖରୁ ପୁଣି ୩ ଦିନ ପ୍ରବଳ ବର୍ଷା ହୋଇପାରେ।

Oct 9, 2020, 02:32 PM IST
ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ଇଣ୍ଟରନେଣ୍ଟ ସୁବିଧା

ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ଇଣ୍ଟରନେଣ୍ଟ ସୁବିଧା

ଆସନ୍ତା ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଣ୍ଟ  ଉପଲବ୍ଧ ହେବ l ମୁଖ୍ୟ ଶାସନ ସଚିବ ଅସିତ୍  ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟାନ୍ୱୟନ ବୈଠକରେ ଏହା ସ୍ଥିର ହୋଇଛି l

Oct 7, 2020, 12:50 PM IST
ଇତିହାସ ରଚିବେ ନବୀନ !

ଇତିହାସ ରଚିବେ ନବୀନ !

ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନରେ ସୃଷ୍ଟି ହେବ ଇତିହାସ। ରାଜ୍ୟ ବିଧାନସଭା ଇତିହାସରେ ଲେଖା ହେବ ନୂଆ ଅଧ୍ୟାୟ। କାରଣ ପୂର୍ବରୁ ଯାହା ହୋଇ ନଥିଲା ତାହା ଚଳିତ ଅଧିବେସନରେ ଘଟିବାକୁ ଯାଉଛି। 

Oct 6, 2020, 03:02 PM IST
ରାଜଧାନୀରେ ବ୍ୟାଙ୍କ ଡକାୟତି ଘଟଣା: ଯେଉଁ ବ୍ୟାଙ୍କରୁ ଚୋରି, ସେହି ବ୍ୟାଙ୍କରେ ଋଣ ପରିଶୋଧ

ରାଜଧାନୀରେ ବ୍ୟାଙ୍କ ଡକାୟତି ଘଟଣା: ଯେଉଁ ବ୍ୟାଙ୍କରୁ ଚୋରି, ସେହି ବ୍ୟାଙ୍କରେ ଋଣ ପରିଶୋଧ

ବ୍ୟାଙ୍କ ଯିବା ସମୟରେ ଡକାୟତିରେ ବ୍ୟବହାର ହେଲମେଟ୍ ଓ ସ୍କୁଟିକୁ ନେଇ ଯାଇଥିଲା ।  

Oct 5, 2020, 06:22 PM IST
ପ୍ରଶଂସା ସାଉଣ୍ଟୁଛି ଲିଙ୍ଗରାଜଙ୍କ ମିନିଏଚର ଆର୍ଟ

ପ୍ରଶଂସା ସାଉଣ୍ଟୁଛି ଲିଙ୍ଗରାଜଙ୍କ ମିନିଏଚର ଆର୍ଟ

ଲକଡାଉନରେ ନୂଆ ପରିଚୟ । ସୃଜନଶୀଳତାର ସ୍ପର୍ଶରେ ତିଆରି କରୁଛନ୍ତି ଭିନ୍ନ ଭିନ୍ନ ନିଆରା କଳାକୃତି । ଭୁବନେଶ୍ୱର ଓଲ୍ଡ ଟାଉନ ଅଞ୍ଚଳର ଯୁବକ ଲିଙ୍ଗରାଜ ମହାସୁଆର, ପେସାରେ ସେ ମନ୍ଦିର ଅବଢ଼ା ବ୍ୟବସାୟୀ, ହେଲେ ନିଶା ତାଙ୍କର ଆର୍ଟ କରିବା ।

Oct 5, 2020, 02:48 PM IST