ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଅପରାଧିକ ଆଇନ୍, ହଟିବ ଏହି ସବୁ ଆକ୍ଟ...

Odisha News: ୧୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ଆଇପିସି, ସିଆର୍‌ପିସି ଓ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ଭଳି ବ୍ରିଟିସ୍‌ ନିୟମ ସବୁକୁ ହଟାଇ ଦିଆଯିବ। ଏନେଇ ଗତ ଫେବ୍ରୁଆରି ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଶୁକ୍ରବାର କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି

ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଅପରାଧିକ ଆଇନ୍, ହଟିବ ଏହି ସବୁ ଆକ୍ଟ...