ନିତିଶଙ୍କ ଶପଥ ଗ୍ରହଣରେ ଯୋଗ ଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି

ବିହାରର ସରକାର ଗଠନ ସମୟରେ ସାକ୍ଷୀ ହେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଗୁରୁବାର ଦିନ ହେବାକୁ ଥିବା ଶପଥଗ୍ରହଣ ସମାବେଶରେ ସେ ଯୋଗ ଦେବେ େବାଲି ସ୍ପଷ୍ଟ କରିଛନ୍ତି। ଏ ନେଇ ତାଙ୍କୁ ନିମନ୍ତ୍ରଣ ଆସିଛି ଏବଂ ଏଠାରେ ଉପସ୍ଥିତ ରହିବା ତାଙ୍କ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ୨୦ ତାରିଖରେ ଏହି ଶପଥଗ୍ରହଣ ସମାବେ

 ନିତିଶଙ୍କ ଶପଥ ଗ୍ରହଣରେ ଯୋଗ ଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି

About the Author