ମୋହନାରୁ ୪୬୮ କେଜି ଗଞ୍ଜେଇ ଜବତ, ୨ ଗିରଫ

ଗାଡିଟି ରାୟଗଡା ଅଞ୍ଚଳରୁ ବାହାରି ପଶ୍ଚିମବଙ୍ଗ ଯାଉଥିବା ବେଳେ ପୋଲିସ ପେଟ୍ରୋଲିଂ ସାମ୍ନାରେ ପଡିଥିଲା । ଗାଡି ନମ୍ବର WB37D4700 ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ପୋଲିସ ଯାଞ୍ଚ ବେଳେ ଉପରେ ମକା ବୋଝେଇ ହୋଇଥିବା ବେଳେ ଭିତରେ ୧୪ଟି ଗଞ୍ଜେଇ ବସ୍ତା ଥିବା ଜଣାପଡିଥିଲା ।

ମୋହନାରୁ ୪୬୮ କେଜି ଗଞ୍ଜେଇ ଜବତ, ୨ ଗିରଫ
Image Credit: ଫାଇଲ ଫଟୋ

About the Author