ମହମବତୀ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୭ ମୃତ

ୟୁପି ସିଏମ ଯୋଗୀ ଆଦିତ୍ୟନାଥ ତୁରନ୍ତ ମାଜିଷ୍ଟ୍ରେଟ ଓ ସିନିୟର ଏସପିଙ୍କୁ ଆହତଙ୍କ ନିକଟରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ ଏହି ସୂଚନା ଦିଆଯାଇଛି ।

ମହମବତୀ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୭ ମୃତ

About the Author