ଶିକ୍ଷାନଗରୀରେ ପୁଣି ବୁଲିଲା ଖଣ୍ଡା, ଭୁଜାଲି

ଉଭୟ ପକ୍ଷ ଖଣ୍ଡା, ଭୁଜାଲି ଓ ଲୁହାରଡ଼ରେ ପରସ୍ପରକୁ ଆକ୍ରମଣ କରିଛନ୍ତି। ଏହି ରକ୍ତାକ୍ତ ସଂଘର୍ଷରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି।

ଶିକ୍ଷାନଗରୀରେ ପୁଣି ବୁଲିଲା ଖଣ୍ଡା, ଭୁଜାଲି
Image Credit: ଶିକ୍ଷାନଗରୀରେ ପୁଣି ବୁଲିଲା ଖଣ୍ଡା

About the Author