ଗଣଦୁଷ୍କର୍ମ ନୁହେଁ...ଦୁର୍ଗାପୁର ମାମଲାରେ ବେଙ୍ଗଲ ପୋଲିସର ନୂଆ ଦାବି, ସନ୍ଦେହ ଘେରରେ ଛାତ୍ରୀଙ୍କ ବନ୍ଧୁ

Durgapur Medical Student Case: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ମାମଲାରେ ପୋଲିସ ଗଣଦୁଷ୍କର୍ମକୁ ଖାରଜ କରିଛି। ଏହି ମାମଲାରେ ପୋଲିସ ଛାତ୍ରୀଙ୍କ ବନ୍ଧୁଙ୍କୁ ଗିରଫ କରିଛି। ଅକ୍ଟୋବର ୧୦ ତାରିଖରେ ଘଟଣା ସମୟରେ ଛାତ୍ରୀଙ୍କ ଏହି ବନ୍ଧୁ ତାଙ୍କ ସହିତ ଥିଲେ

ଗଣଦୁଷ୍କର୍ମ ନୁହେଁ...ଦୁର୍ଗାପୁର ମାମଲାରେ ବେଙ୍ଗଲ ପୋଲିସର ନୂଆ ଦାବି, ସନ୍ଦେହ ଘେରରେ ଛାତ୍ରୀଙ୍କ ବନ୍ଧୁ
Image Credit: Durgapur Medical Student Case

About the Author