Fact Check: ୨୫୦ କୁକୁର ଛୁଆକୁ ମାରି ପ୍ରତିଶୋଧ ନେଲେ ରକ୍ତମୁଖା ମାଙ୍କଡ଼!

ରିପୋର୍ଟ ଅନୁସାରେ ମାଙ୍କଡମାନେ ଏହି ଅଞ୍ଚଳର ପ୍ରାୟ ସମସ୍ତ କୁକୁର ଛୁଆଙ୍କୁ ହତ୍ୟା କରିଛନ୍ତି। ମାଙ୍କଡମାନଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକ ଜଙ୍ଗଲ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି। ତେବେ କର୍ତ୍ତୃପକ୍ଷ ତାଙ୍କୁ କାବୁ କରିବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନ ସ୍ଥାନୀୟ ଲୋକମାନେ ଏହି ଦାୟିତ୍ୱ ନେଇଛନ୍ତି।

 Fact Check: ୨୫୦ କୁକୁର ଛୁଆକୁ ମାରି ପ୍ରତିଶୋଧ ନେଲେ ରକ୍ତମୁଖା ମାଙ୍କଡ଼!
Image Credit: ପ୍ରତିକାତ୍ମକ ଫଟୋ

About the Author