ଅଭିଯୋଗ କରି ଫସିଗଲେ ହିତେଶା

ହିତେଶାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଡେଲିଭରୀ ବୟ କାମରାଜୁଙ୍କୁ ଗିରଫ କରିଥିବା ବେଳେ ଏବେ ଖୋଦ ଅଭିଯୋଗକାରିଣୀ ହିତେଶାଙ୍କ ନାଁରେ ମାମଲା ରୁଜୁ କରିଯାଇଛି।

ଅଭିଯୋଗ କରି ଫସିଗଲେ ହିତେଶା
Image Credit: ଫାଇଲ ଫଟୋ

About the Author