ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଚଢିଗଲା କାର, ଭାଇ-ଭଉଣୀ ସମେତ ୫ ମୃତ

ଭୟାନକ ଦୁର୍ଘଟଣା ରାଜସ୍ଥାନ (Rajasthan) ର ଜାଲୋର ଜିଲ୍ଲା ରାନୀୱାରା ଅଞ୍ଚଳରେ ଘଟିଛି। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ କାର ଧକ୍କାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି।

ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଚଢିଗଲା କାର, ଭାଇ-ଭଉଣୀ ସମେତ ୫ ମୃତ
Image Credit: ପ୍ରତିକାତ୍ମକ ଫଟୋ

About the Author